Breaking News

ବଡ ଖବର – ଲୋକପ୍ରିୟ ଅଭିନେତା ଅଭିନେତ୍ରୀ ଯୋଡି Bhakti ଓ Aadi ନେଇ ଆସିଲା ବଡ ଖୁସି ଖବର, ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଓଡିଆ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦିନେ ନା ଦିନେ ନିଶ୍ଚୟ ସରିଯିବ , ତେବେ ଏହାରି ଭିତରେ ଅନେକ ଗୁଡିଏ ଧାରାବାହିକ ସରିଯାଇଛି । ତାହେଲେ ବନ୍ଧୁଗଣ ଧାରାବାହିକ ଗୁଡିକ ସରିଯାଇଥିଲେ ମଧ୍ୟ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ କେବେ ବି ଭଳି ନଥାନ୍ତି , ଯେମିତି କି ବର୍ତ୍ତମାନ ସମୟ ରେ ଜୀବନ ସାଥି ଧାରାବାହିକ ଟି ସରିଯାଇଛି କିନ୍ତୁ ସେଥିରେ ଅଭିନୟ କରୁଥିବା ଆଦି ଓ ଭକ୍ତି ବେସ ଲୋକ ପ୍ରିୟ ହୋଇ ରହିଛନ୍ତି ।


ତାହେଲେ ବନ୍ଧୁଗଣ ଆଦି ପ୍ରକୃତ ନାମ ଅମର , ତେବେ ଅମର ବର୍ତ୍ତମାନ ସମୟ ରେ ଏକ ନୂଆ ଧାରାବାହିକ ରେ ନଜର ଆସିଛନ୍ତି ଓ ଯେଉଁ ଧାରାବାହିକ ର ନାମ ରହିଛି ଝିଲ୍ଲୀ , ତେବେ ଭକ୍ତି ଯାହା ଙ୍କ ପ୍ରକୃତ ନାମ ରହିଛି ଜେସୀ , ତାହେଲେ ବନ୍ଧୁଗଣ ଜେସୀ ବର୍ତ୍ତମାନ ସମୟ ରେ କୌଣସି ଧାରାବାହିକ ରେ ଧାରାବାହିକ ରେ ନଜର ଆସି ନାହାଁନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କୁ ନେଇ ସୋସିଆଲ ମିଡିଆ ରେ ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।


ଏହି ଖବର ଟି ହେଲା ଯେ ଏହି ଯୋଡି ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି । ତାହେଲେ ବନ୍ଧୁଗଣ ଏହା ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥିଲେ ମଧ୍ୟ ଏହା ପଛ ରେ ଥିବା ସତ୍ୟାସତ୍ୟ ଜଣା ପଡି ନହିଁ କାରଣ ଅମର ଓ ଜେସୀ ଏ ନେଇ କିଛି ବି ପ୍ରତିକ୍ରିୟା ଦେଇ ନାହାଁନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ ଦିନ ମାନ ଙ୍କ ଭିତରେ ଜେସୀ ଅମର କୁ ବିବାହ କରିବା ପାଇଁ ମନା ମନା କରି ଦେଇଥିଲେ ଯେ ମର ହେଉଛି ତାଙ୍କ ଭଲ ଆଉ କିଛି ନୁହେଁ । ହଁ ବନ୍ଧୁ ଜେସୀ ଙ୍କ ଭଲ ସାଙ୍ଗ ହେଉଛନ୍ତି ଅମର ॥


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.