Breaking News

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେସ ଚର୍ଚ୍ଚା ରେ ଅଛନ୍ତି , ତେବେ ଆଜି ଆମେ ସେହି ବହିନେତ୍ରୀ ଙ୍କ ବିଷୟ ରେ ଜାଣିବା ସହ ସେ କଣ ପାଇଁ ଚର୍ଚ୍ଚା ରେ ଅଛନ୍ତି ଜାଣିବା ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ , ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ବର୍ଷା ଙ୍କୁ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ଓ ବର୍ଷା ଙ୍କୁ ଏକାଠି ହୋଇ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ଆପଣ ମାନେ ବେସ ଭଲ ଭାବ ରେ ଦେଖିଥିବେ । ତାହେଲେ ଶୁଟିଙ୍ଗ ସେଟ ରୁ ଭଲ ପାଇ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ତାହେଲେ ବିବାହ ର କିଛି ଦିନ ପରେ ଉଭୟ ଙ୍କ ମଝି ରେ କିଛି ବିବାଦ ହେବା ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ।

ତାହେଲେ ବର୍ତ୍ତମାନ ସମୟ ରେ ବର୍ଷା ନିଜ ଶାଶୁଘରେ ମାନେ ଅନୁଭବ ଘରେ ରହୁଛନ୍ତି , ତାହେଲେ ବନ୍ଧୁଗଣ ଏହାରି ଭିତରେ ବର୍ଷା ଙ୍କୁ ନେଇ ସୋସିଆଲ ମିଡିଆ ରେ ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ଯେ ବର୍ଷା ନିଜ ଭରଣ ପୋଷଣ ସିଲେଇ ମେସିନ ଚଳାଉଛନ୍ତି , ତେବେ ବନ୍ଧୁଗଣ ଏହି ଖବର ଟି ପଛ ରେ କିଛି ସତ୍ୟତା ନହିଁ , ତେବେ ଅଭିନେତ୍ରୀ ବର୍ଷା ବର୍ତ୍ତମାନ ସମୟ ରେ ନିଜ ଅଭିନୟ ଜାରି ରଖିବା ସହିତ ସମାଜ ସେବା ମଧ୍ୟ କରୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଭିଡିଓ – ଓଡିଆ ଅଭିନେତ୍ରୀ ଲିପି (Lipi) ଡ୍ୟାନ୍ସ କରିବା ସମୟରେ ତାଙ୍କ ଅଣ୍ଟାରେ ହଠାତ ଲାଗିଲା ଆ-ଘା-ତ?

ଦର୍ଶକ ଆପଣ ମାନେ ଆମ ଓଡିଆ ଧାରାବାହିକ ର ଅଭିନେତ୍ରୀ ଲିପି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ …

Leave a Reply

Your email address will not be published. Required fields are marked *