Breaking News

ଦେଖନ୍ତୁ ଭିଡିଓ – ଓଡିଆ ଅଭିନେତ୍ରୀ ଲିପି (Lipi) ଡ୍ୟାନ୍ସ କରିବା ସମୟରେ ତାଙ୍କ ଅଣ୍ଟାରେ ହଠାତ ଲାଗିଲା ଆ-ଘା-ତ?

ଦର୍ଶକ ଆପଣ ମାନେ ଆମ ଓଡିଆ ଧାରାବାହିକ ର ଅଭିନେତ୍ରୀ ଲିପି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ନିଜ ଭିଡିଓ କୁ ନେଇ ବେସ ଚର୍ଚ୍ଚା ରେ ଅଛନ୍ତି , ତାହେଲେ ଆଜି ଆମେ ସେହି ବିଷୟ ରେ ଜାଣିବା ଅମର ଏହି ପେଜ ରେ ।


ତାହେଲେ ବନ୍ଧୁଗଣ ଲିପି ବର୍ତ୍ତମାନ ସମୟ ରେ ମଞ୍ଜରି ଟିଭି ର ଏକ ଧାରାବାହିକ ରେ ନଜର ଆସିଛନ୍ତି ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ତାରା ତାରିଣୀ ରେ ଲିପି ଙ୍କ ଜବରଦସ୍ତ ଅଭିନୟ । ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିଲେ ଓ ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ତାରା ତାରିଣୀ ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲା ।


ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବେଶ୍ ପସନ୍ଦ କରୁଥିଲେ । ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଥିଲେ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଲିପି ଅନେକ ଧାରାବାହିକ, ଅନେକ ଚଳଚ୍ଚିତ୍ର ଓ ଆଲବମ ରେ ଜବରଦସ୍ତ ଅଭିନୟ କରି ଲୋକ ପ୍ରିୟ ହୋଇ ପାରିଥିଲେ । ତେବେ ସୋସିଆଲ ମିଡିଆ ରେ ଲିପି ଙ୍କ ର ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ତେବେ ଏହି ଭିଡିଓ ରେ ଲିପି ଙ୍କ ସହ ଆଉ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ନଜର ଆସିଥିଲେ । ତେବେ ଉଭୟ ଭିଡିଓ ରେ ନାଚୁଥିବା ସମୟ ରେ ଲିପି ଙ୍କ ଅଣ୍ଟା ରେ ରକା ପଶିଗଲା ବୋଲି କହୁଥିବାର ଦେଖିବାକୁ ମିଳିଛି , ତେବେ ଏହି ଭଳି ଭାବେ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.