Breaking News

ଆଜିଠାରୁ ଓଡିଶାରେ ଲାଗୁହେଲା Omicron କଟକଣା, ଘର ବାହାରିବା ପୂର୍ବରୁ ଜାଣି ରଖନ୍ତୁ କଣ ସବୁ ନିୟମ ମାନିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସିଯାଇଛି କରୋନା ର ନୂଆ ରୂପ ଓମିକ୍ରନ କୁ ନେଇ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଦେଶ ରେ ଧୀରେ ଧୀରେ କରୋନା ସଂ-କ୍ର-ମି-ତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି ଓ ଏହାରି ଭିତରେ ରାଜ୍ୟ ରୁ ମଧ୍ୟ ଓମିକ୍ରନ ମଧ୍ୟ ଚିହ୍ନଟ ହୋଇ ସାରିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଗକୁ ନୂଆ ବର୍ଷ ଆସିବାକୁ ଯାଉଛି ଓ ସେଥିପାଇଁ ବର୍ତ୍ତମାନ ସମୟ ରେ କଟକଣା ଜାରି ହୋଇଛି , ତେବେ ଡିସେମ୍ବର 25 ରୁ ଜାନୁୟାରୀ 2 ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁହେବ , ତେବେ ଏହାରି ଭିତରେ ବଡ ଦିନ କେବଳ ଚର୍ଚ୍ଚ ରେ ପାଳନ ହେବ ମାତ୍ର 50 ଜଣ କୁ ନେଇ ।

ତେବେ ବିବାହ ଘର ଭୋଜି ଓ ଅନ୍ୟ ସମସ୍ତ ଭୋଜି ଉପରେ ରୋକ ଲଗା ଯାଇଛି , ତେବେ ଏହି ସମୟ ରେ ଶେଷକୃତ୍ୟ ପାଇଁ ଅନୁମତି ଦିଆଯାଇଛି । , ବନ୍ଧୁଗଣ ଡି ଏମ ଇଟି ଡକ୍ଟର ରମନ ମହାନ୍ତି କହିଛନ୍ତି ଯେ ଓମିକ୍ରନ 5 ଗୁଣ ବେଗ ରେ ଅଧିକ ବଢୁଛି । ତେବେ ବର୍ତ୍ତମାନ ସମୟ 1 ଲେୟାର ମାସ୍କ ନ ପିନ୍ଧି 3 ଲେୟାର ମସ୍କ ପିନ୍ଧିବା ନିହାତି ଦରକାର । ତେବେ ବାହାଘର ଓ ଶେଷକୃତ୍ୟ କୁ ଛାଡି ଦେଲେ ସବୁଥି କଟକଣା କଡାକଡି ଭାବେ ଅକରାଯାଇଛି ।

ତେବେ ବର୍ତ୍ତମାନ ସମୟ ରେ ରାଜ୍ୟ ରେ ଘର କୁ ଘର ବୁଲି ଟିକକରଣ ହେଉଛି , ତେବେ ବର୍ତ୍ତମାନ ସମୟ ରେ ରାଜ୍ୟ 4 କୋଟି 82 ଲକ୍ଷ ଦୋଜ ଦିଆ ସରିଲାଣି । ତାହେଲେ ବନ୍ଧୁଗଣ ଓମିକ୍ରନ ବର୍ତ୍ତମାନ ସମୟ ରେ ଆମ ପାଖ ରେ ପହଞ୍ଚି ସାରିଛି , ତେବେ ଆମେ ତାକୁ କେମିତି ଅଟକାଇ ନିଜେ ସୁରକ୍ଷିତ ରହିବା ସହିତ ପରିବାର ଲୋକ ଙ୍କୁ ସୁରକ୍ଷିତ ରଖିବା ତାହା ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ ତେବେ କରୋନା ର ସମସ୍ତ ଗାଇଡି ଲାଇନ କୁ ମାନନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.