Breaking News

ବର୍ଷା(Varsha) ଙ୍କ ବିନା ପରିବାର ସହିତ ଧୂମଧାମରେ ନିଜର ଜନ୍ମକୁ ଅନୁଭବ (Anubhav) ପାଳନ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଅଭିନୟ ଦୁନିଆ ରେ ଦର୍ଶକ ମାନେ ଚଳଚିତ୍ର କୁ ଦେଖିବା ପାଇଁ ବେସ ଇଚ୍ଛୁକ ଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଚଳଚିତ୍ର ଗୁଡିକ ଦେଖିବାକୁ ବେସ ଭଲ ପାଉଥିବେ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଚଳଚିତ୍ର ରେ ଆମେ ମାନେ ଅନେକ କିଛି ଦେଖିବାକୁ ପାଇଥାଉ , ଆମ କୁ ମନୋରଞ୍ଜନ କରିବା କମିଡି , ଲଭ ସିନ , ଫାଇଟିଙ୍ଗ ଭଳି ଅନେକ କିଛି ଥାଏ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ଏହି ଲୋକ ପ୍ରିୟ ଅଭିନେତା ଙ୍କ ମଧ୍ୟ ରୁ ବହୁ କମ ଅଭିନେତା ଅଛନ୍ତି ଯେଉଁ ମାନେ ରାଜନୀତି ଦୁନିଆ ରେ ପାଦ ଦେଇଛନ୍ତି ।


ତାହେଲେ ବନ୍ଧୁଗଣ ସେହି ଭଳି ଜଣେ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି ଯିଏ କି ବର୍ତ୍ତମାନ ସମୟ ରେ କେନ୍ଦ୍ରପଡା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି , ତାହେଲେ ବନ୍ଧୁଗଣ ଆଜି ଆମେ ଜାଣିବା ଯେ ସାଂସଦ ବା ଅଭିନେତା ଅନୁଭବ ମହାନ୍ତି ନିଜ ଜନ୍ମ ଦିନ କୁ କେମିତି ପାଳନ କଲେ , ତେବେ ବନ୍ଧୁଗଣ ଆପଣ ମାନେ ଅନୁଭବ ଙ୍କ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିବା ର ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତା ଅନୁଭବ ମହାନ୍ତି ଙ୍କ ଜନ୍ମ ଦିନ ଟି ଅତି ନିକଟ ରେ ସରିଯାଇଛି ଓ ଏହି ଜନ୍ମ ଦିନ ଟି ଅନୁଭବ ମହାନ୍ତି ନିଜ ପରିବାର ଲୋକ ଙ୍କ ସହ ବେସ ଧୁମଧାମ ରେ ପାଳନ କରିଛନ୍ତି ଓ ଯାହାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.