Breaking News

Omicron ପାଇଁ ଫୁଣି ଫେରିଲା ନାଇଟ କର୍ଫ୍ୟୁ, ଫୁଣି ହୋଇପାରେ ଲକଡାଉନ ସଟଡାଉନ!

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି କରୋନା ର ନୂଆ ରୂପ ଓମିକ୍ରନ କୁ ନେଇ , ଏହି ବଡ ଖବର ଟି ହେଲା ଯେ ଓମିକ୍ରନ କୁ ନେଇ ଜାରି ହେଲା ନାଇଟ କର୍ଫ୍ଯୁ । ତେବେ ରାତି ରେ ଆଦୌମ ହେବ ନହିଁ ଗହଳି ଜରୁରୀକାଳିନ ସେବା ପଡିବ ବାଦ ତେବେ ସାମାଜିକ କାମ ହେବ ଛାଣ୍ଟବାଣ୍ଟ । ତେବେ ରାତି 11 ଟାରୁ 5 ପର୍ଯ୍ୟନ୍ତ ହେବ ଛାଡ । ତାହେଲେ ବନ୍ଧୁଗଣ ଏହି ନାଇଟ କର୍ଫ୍ଯୁ ଲଗେଇଛନ୍ତି ଉତ୍ତର ପ୍ରଦେଶ ସରକାର ।


ତାହେଲେ ବନ୍ଧୁଗଣ ମଧ୍ୟ ପ୍ରଦେଶ ପରେ ଉତ୍ତର ପ୍ରଦେଶ ରେ ଲାଗୁ ହେଲା କଟକଣା । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଓମିକ୍ରନ ଙ୍କ ଆକ୍ରାନ୍ତ ସଂଖ୍ଯା ବଢି ଚାଲିଛି ଓ ଏହା କୁନେଇ ଅନେକ ରାଜ୍ୟ ବର୍ତ୍ତମାନ ସମୟ ରେ ସତର୍କ ହୋଇ ସାରିଛନ୍ତି । ତେବେ ଓଡିଶା ରେ ମଧ୍ୟ ନୂଆ ଗାଇଡିଲାଇନ ପ୍ରସ୍ତୁତ ହୋଇଛି ।


ତାହେଲେ ବନ୍ଧୁଗଣ ଉତ୍ତରପ୍ରଦେଶ ରେ ଏହି କଟକଣା କୁ ବେସ ଜୋରସୋର ରେ ପାଳନ କରା ଯାଉଛି । ତେବେ ରାତି 11 ଟାରୁ ସକଳ 5 ଟା ପର୍ଯ୍ୟନ୍ତ କଟକଣା ହୋଇଛି । ତେବେ ଏହା ଶନିବାର ଦିନ ଠାରୁ ଲାଗୁହେବ ଓ ଏହା କୁ କରିବା ଦ୍ଵାରା ଗହଳି କୁ ରୋକା ଯାଇ ପାରିବ । ତେବେ ସାମାଜିକ କାମ ରେ 200 ଲୋକ ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନହିଁ ।

ତାହେଲେ ବନ୍ଧୁଗଣ ଆଗକୁ ନିର୍ବାଚନ ଥିବାରୁ ଆଗୁଆ ସତର୍କ କରାଇଛନ୍ତି ଯୋଗୀ ସରକାର । ତେବେ ପ୍ରଥମେ ମଧ୍ୟ ପ୍ରଦେଶ ସରକାର ନାଇଟ କର୍ଫ୍ଯୁ କରିଛନ୍ତି ରାଜ୍ୟ ରେ କେହି ସଂ-କ୍ର-ମି-ତ ସଂଖ୍ୟା ନଥାଇ ବି ମଧ୍ୟ ଆଗୁଆ ସତର୍କ ହୋଇ । ତେବେ ବର୍ତ୍ତମାନ ସମୟ ରେ ଦେଶ ରେ ଓମିକ୍ରନ ସଂଖ୍ଯା 358 ତେବେ ମହରାଷ୍ଟ୍ର ରେ 88 ଜଣ ସର୍ବାଧିକ ହୋଇଥିବା ସମୟ ରେ ଦିଲ୍ଲୀ ରେ 67 , ତେଲେଙ୍ଗନା ରେ38 , ତାମିଲନାଡୁ ରେ 34 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.