Breaking News

ବଡ ଖବର – ୪ଜି ସ୍ମାର୍ଟଫୋନ ମାତ୍ର ୧୫ ଟଙ୍କାରେ କିଣନ୍ତୁ! ଜାଣନ୍ତୁ କେମିତି ଏତେ ଶସ୍ତାରେ କିଣିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଏହି ଦୁନିଆ ରେ ଅନ୍ଲାଇନ ମାଧ୍ୟମ ରେ ସବୁକିଛି ସମ୍ଭବ ହୋଇ ପାରୁଛି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏହି ଅନ୍ଲାଇନ ମାଧ୍ୟମ ରେ ଗୋଟିଏ ଜିନିଷ ମାତ୍ର ବହୁଳ ଭାବ ରେ ବ୍ୟବହାର ହେଉଛି ତାହା ହେଉଛି ଶପିଙ୍ଗ ।

ତାହେଲେ ବନ୍ଧୁଗଣ ଲୋକ ମାନେ ବହୁଳ ପରିମାଣ ରେ ଅନ୍ଲାଇନ ମାଧ୍ୟମ ରେ ଶପିଙ୍ଗ କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଲୋକ ମାନେ ଘରେ ବସି ଅନ୍ଲାଇନ ରୁ ସପିଙ୍ଗ କରୁଛନ୍ତି ଫ୍ଲିପିକାର୍ଟ ମାଧ୍ୟମ ରେ , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସ୍ମାୟ ରେ ଫ୍ଲିଫକର୍ଟ 16 ଡିସେମ୍ବର ରୁ ବିଗ ସେବିଙ୍ଗ ଡେ ବିକ୍ରୟ ଆରମ୍ଭ କରିଛି । ତେବେ ଏହା ଫଳ ରେ ଆପଣ ମାନେ ଅନେକ ପ୍ରକାର ଜିନିଷ କିଣି ପାରିବେ ।

ତେବେ ଏଥିରେ ଆପଣ ମାନେ ସ୍ମର୍ଟଫୋନ ଡିଲ ରେ ଆପଣ ମାନେ ଅପୋ ର 4ଜି ସ୍ମାର୍ଟଫୋନ ଓପୋ ଏ33 ମାତ୍ର 15 ଟଙ୍କା ରେ ପାଇ ପାରିବେ , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲଘୁଇଥିଲେ ମଧ୍ୟ କଥା ଟି ସତ ତାହେଲେ ଆସନ୍ତୁ ଜାଣିବା ଏହାରି ବିଷୟ ରେ ସଂପୂର୍ଣ୍ଣ ତଥ୍ୟ ଟି କଣ ରହିଛି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଏ33 ଓପୋ ର ମୂଲ୍ୟ 12,900 ଟଙ୍କା ରହିଛି ତେବେ ଏହା ଫ୍ଲିଫକାର୍ଟ ରେ 10,490 ଟଙ୍କା ରେ ଉପଲବ୍ଧ ହୋଇଛି । ତାହେଲେ ବନ୍ଧୁଗଣ ଯଦି ଆପଣ ଏହାକୁ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ସହିତ ଦେ କରନ୍ତି ତାହେଲେ ଆପଣ ଙ୍କୁ 5 ପ୍ରତିଶତ ମାନେ 525 ଟଙ୍କା କ୍ୟାସବ୍ୟାକ ମିଳିବ ଓ ଯାହା ଫଳ ରେ କି ଆପଣ ମାନେ 9665 ଟଙ୍କା ରେ ପାଇବେ ।

ତେବେ ଏହି ଡିଲ ରେ ଏକ୍ସେଚେଞ୍ଜ କରିବା ର ଅଫର ମଧ୍ୟ ରହିଛି । ତେବେ ଯଦି ଆପଣ ମାନ ଙ୍କ ପାଖ ରେ ପୁରୁଣା ମୋବାଇଲ ଥାଏ ତାହେଲେ ଆପଣ ମାନେ 9950 ଟଙ୍କା ରିହାତି ରେ ପାଇ ପାରିବେ , ତେବେ ଏହି ସବୁ ସୁବିଧା ଥିଲେ ଆପଣ ମାନେ ମାତ୍ର 15 ଟଙ୍କା ରେ ପାଇପାରିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ନୂଆ ବର୍ଷ ପରେ ୭ମ ବେତନ କମିଶନ ଲାଗୁ ହେବ, ବଢିବ ପେନସନ ଓ ଦରମା, ଜାଣନ୍ତୁ କେତେ ଟଙ୍କା ବଢିବ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ର କେନ୍ଦ୍ରୀୟ କର୍ମଚାରୀଙ୍କ ମାନ ଙ୍କ ପାଇଁ ବଡ ଖୁସି ର ଖବର ଯେ …

Leave a Reply

Your email address will not be published. Required fields are marked *