Breaking News

୬୦ ବର୍ଷ ବୟସ୍କା ବି-ଧ-ବା ଙ୍କ ପ୍ରତି ପ୍ରେମ 20 ବର୍ଷ ବୟସର ଯୁବକ ସହିତ ବି-ବା-ହ କରିଲେ

ଦର୍ଶକ ବନ୍ଧୁ କଥା ରେ ଅଛି ପ୍ରେ-ମ ଜାତି , ଅଜାତି ,ବୟସ ଜଣାପଡେ ନହିଁ ଓ ପ୍ରେମ ରେ ପଡିଥିବା ବ୍ୟକ୍ତି ସମାଜ କୁ ଓ ନିଜ ପରିବାର ସଦସ୍ୟ କ୍ଷାତିର କରି ନଥାଏ । ତେବେ ବର୍ତ୍ତମାନ ସମୟ ରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ । ଜଣେ 60 ବର୍ଷ ବୟସ ର ବୟସ୍କ ମହିଳା ଜଣେ 20 ବର୍ଷ ର ଯୁବକ ଙ୍କୁ ବିବାହ କରିଛନ୍ତି । ତାହେଲେ ଆସନ୍ତୁ ଏହି ଖବର ବିଷୟ ରେ ସଂପୂର୍ଣ୍ଣ ଖବର ଟି କଣ ରହିଛି ଜାଣିବା ।


ତେବେ ବନ୍ଧୁଗଣ ଏହି ଭଳି ଏକ ମାମଲା ଉତ୍ତରପ୍ରଦେଶ ର ରାମପୁର ଜିଲ୍ଲା ଅଜିମ ନଗର ଅଞ୍ଚଲ ରେ ଦେଖିବାକୁ ମିଳିଛି , ଯେଉଁଠାରେ 60ବର୍ଷ ବୟସ୍କା ବି-ଧ-ବା ଙ୍କ ସହ 20 ବର୍ଷ ର ଯୁବକ ଙ୍କୁ ଭଲ ପାଇ ବିବାହ ବେଦି ରେ 7 ରାଉଣ୍ଡ ମାରିବା ପରେ ସାତ ଜନ୍ମ ର ସାଥି ହୋଇଛନ୍ତି । ତେବେ ଏହି ଦୁଇ ଏନକେ ପ୍ରେମ ଆରମ୍ଭ ହୋଇଥଲ ଏକ ମିସ କଲ ରୁ , ତାହେଲେ ବନ୍ଧୁଗଣ ଏହି ବୃଦ୍ଧ ମହିଳା ଜଣକ ହଉଛନ୍ତି ରାମପୁର ଜିଲ୍ଲା ଅଜିମ ନଗର ଅଞ୍ଚଲ ର ଜାଟପୁରା ଗ୍ରାମ ର ଓ ତାଙ୍କ ନାମ ହେଉଛି କେସରବତୀ ଓ 20 ବର୍ଷ ର ଯୁବକ ଜଣକ ହଉଛନ୍ତି ହାର୍ଦୋଇ ଜିଲ୍ଲା ର ବାସିନ୍ଦା ରାକେଶ ପାଲ ।

ତେବେ ଏହି ଦୁଇ ଏନକେ ପ୍ରେମ ଏକ ମିସକଲ ଆରମ୍ଭ ହୋଇଥିଲା । ତେବେ କିଏ କାହାକୁ ମିସକଲ କରିଥିଲେ ତାହା ସୂଚନା ମିଳିନାହିଁ କିନ୍ତୁ ମିସକଳ ପରେ ଉଭୟ ଭିଡିଓ କଲ ରେ କଥା ହୋଇଥିଲେ ଓ ପରସ୍ପର କୁ ଭଲପାଇଥିଲେ । ତେବେ ଭଲପାଇବା ପରେ ଉଭୟ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ବିବାହ କରିବେ ବୋଲି ଓ ପରବର୍ତ୍ତୀ ସମୟ ରେ ବିବାହ କରିଥିଲେ ଓ ଏହି କଥା ଟି ବର୍ତ୍ତମାନ ସେହି ସ୍ଥାନ ରେ ବେସ ଚର୍ଚ୍ଚା ଧରିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ ଓ ଶ୍ରଦ୍ଧା ଅଲଗା ହେବା କୁ ନେଇ ଏମିତି କହିଲେ ଲୁମ୍ରାଇନା, ଏମିତି କହିଲେ ଏହି ଦୁଇ ଯୋଡ଼ି ଙ୍କୁ ନେଇ …

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ରାଜ ରାଜେସ ଓ …

Leave a Reply

Your email address will not be published. Required fields are marked *