Breaking News

ଓଲିଉଡର ଲୋକପ୍ରିୟ ହିରୋ ଜୟଜିତଙ୍କ (Jayjeet) ହଳଦୀ ରସମ ? ଦେଖନ୍ତୁ ସମ୍ପୂର୍ଣ ଘଟଣା କଣ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ଓ ଘରେ ପରିଚିତ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନ ଙ୍କ ମଧ୍ୟ ବହୁ କମ ଅଭିନେତା ଅଛନ୍ତି ଯେଉଁ ମାନେ କି ଚଳଚିତ୍ର ଓ ଧାରାବାହିକ ରେ ନଜର ଆସିବା ସହିତ ଆଲବମ ରେ ମଧ୍ୟ ନଜର ଆସୁଛନ୍ତି ।


ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତା ହେଉଛନ୍ତି ଜୟଜିତ , ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ଜୟଜିତ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଅଭିନେତା ଜୟଜିତ ବର୍ତ୍ତମାନ ସମୟ ରେ ଓଡିଶା ରେ ଘରେ ଘରେ ପରିଚିତ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ତାଙ୍କ ଜୀବନ ରେ ବହୁ ସାରା ଚଳଚିତ୍ର ରେ ନିଜର ଜବରଦସ୍ତ ଅଭିନୟ ଦେଖାଇବା ସହିତ ଆଲବମ ରେ ମଧ୍ୟ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଙ୍କୁ ପ୍ରଥମେ ଧାରାବାହିକ ରେ ଅଭିନୟ କରିଥିବା ଦେଖିଥିବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତା ଜୟଜିତ ହଳଦୀ ରେଶମ ର କିଛି ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି , ତାହେଲେ ବନ୍ଧୁଗଣ ଏହି ହଳଦୀ ରେଶମ ଫଟୋ ବା ଭିଡିଓ ହେଉଛି ଅଭିନେତା ଜୟଜିତ ଙ୍କ ଭଉଣୀ ର ହଳଦୀ ରେଶମ ଓ ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ॥

 

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *