Breaking News

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ ନେଇ , ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଯୋଡି ଙ୍କ ବିବାଦ ବିଷୟ ରେ ବେସ ଭଲ ଭାବ ରେ ଜାଣିଥିବେ ଓ ଉଭୟ ଙ୍କ ବିବାଦ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଥିବା ସମୟ ରେ ଉଭୟ ଙ୍କୁ ନେଇ ଏକ ବଡ ଖବର ଆସି ଯାଇଛି । ବର୍ତ୍ତମାନ ସମୟ ରେ ଏସଡ଼ିଜେଏମ କୋର୍ଟ ତପସ୍ଵିନୀ ଙ୍କ ଆବେଦନ ଙ୍କୁ ଅଗ୍ରାହ୍ୟ କରିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତପସ୍ଵିନୀ ନିଜ ଶଶୁର ଘରେ ରହିବା ପାଇଁ ଆବେଦନ କରିଥିଲେ କୀଟୁ ବର୍ତ୍ତମାନ ସମୟ ରେ ତାଙ୍କର ସେହି ଆବେଦନ କୁ କୋର୍ଟ ଅଗ୍ରାହ୍ୟ କରିବା ପରେ ତପସ୍ଵିନୀ ଙ୍କ ଓକିଲ ଏ ନେଇ ଜିଲା କୋର୍ଟ ରେ ଆବେଦନ କରିଛନ୍ତି । ତେବେ ଏହାର ଶୁଣାଣୀ 27 ତାରିଖ ରେ ହେବ ବୋଲି ନିଶ୍ଚିନ୍ତ ହୋଇଛି ।

ତେବେ ବର୍ତ୍ତମାନ ସମୟ ରେ ସୁମିତ ଙ୍କ ଛୁଟି ସରିଯାଇଛି ଓ ସେ ବାଳସିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯୋଗ ନ ଦେଇଥିବା ସୂଚନା ମିଳିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଉଭୟ ଙ୍କ ବିବାଦ ଏହାରି ଭିତରେ 1 ମାସ ରୁ ଅଧିକ ହୋଇ ଯାଇଥିଲେ ମଧ୍ୟ କିଛି ସମାଧାନ ମିଳିନାହିଁ , ତେବେ ବିବାଦ ର ସମାଧାନ ହେବା ପରିବର୍ତ୍ତେ ଏହା ଦିନ କୁ ଦିନ ବିବାଦ ବଢିବା ରେ ଲାଗିଛି ।

ତାହେଲେ ବନ୍ଧଗନ ବର୍ତ୍ତମାନ ସମୟ ର ଯାହା ବଡ ଖବର ଯେ ତପସ୍ଵିନୀ ନିଜ ଶଶୁର ଘରେ ରହିବାକୁ ନେଇ ଯେଉଁ ଆବେଦନ କରିଥିଲେ ତାହା କୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିବା ସମୟ ରେ ସୁମିତ ଙ୍କ ଛୁଟି ସରିଯାଇଥିବା ସମୟ ରେ ସେ ବାଳସିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯୋଗ ଦେଇ ନାହାଁନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନବୀନ ଜନତାଙ୍କ ପାଇଁ ଟଙ୍କା ବର୍ଷା କରିଲେ, ଘୋଷଣା କରିଲେ ଅନେକ ଯୋଜନା

ଦର୍ଶକ ବନ୍ଧୁ ପଞ୍ଚାୟତ ପୌର ନିର୍ବାଚନ ପୂର୍ବ ରୁ କରୋନା ସହାୟତା , ବିଜୁ ପକ୍କାଘର ପାଇ ନଥିବା ହିତାଧିକାରୀ …

Leave a Reply

Your email address will not be published. Required fields are marked *