Breaking News

ଫୁଣି Anubhav – Varsha ବିବାଦ ତେଜିଲା, ଅଭିନେତ୍ରୀ ବର୍ଷାଙ୍କ ସାଂସଦ ପରିଚୟ ପତ୍ର ରଦ୍ଦ ହେଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଡ ଖବର ଆସି ଯାଇଛି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କୁ ନେଇ । ତାହେଲେ ବନ୍ଧୁଗଣ ଏହି ଦୁଇ ଯୋଡି ହେଉଛନ୍ତି ବର୍ଷା ଓ ଅନୁଭବ , ତେବେ ବର୍ତ୍ତମାନ ସମୟ ରେ ଅନୁଭବ ଓ ବର୍ଷା ଙ୍କ ବିବାଦ ଚାଲିଥିବା ସମୟ ରେ ବର୍ଷା ଙ୍କୁ ଚିଠି ଲେଖିଛନ୍ତି ଲୋକ ସଭା ସଚିବାଳୟ ।

ବର୍ତ୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସାଂସଦ ଜୀବନ ସାଥି ଭାବେ ମିଳିଥିବା ପରିଚୟ ପତ୍ର 300 ଫେରାଇବାକୁ ଲୋକ ସଭା ସଚିବାଳୟ ତରଫ ରୁ ଚିଠି । ତେବେ ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସାଂସଦ ଙ୍କ ପତ୍ନୀ ଭାବେ ମିଳିଥିବା ଲୋକ ସଭା ପରିଚୟ ପତ୍ର ସେଗୁଡିକ ରଦ୍ଦ କରାଯିବ ।

ତେବେ ସେଥିପାଇଁ ଯଥା ଶୀଘ୍ର ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଲୋକସଭା ସଚିବାଳୟ ରେ ସିପିଆଇସି ରେ ଜମା କରିବାକୁ ଚିଠି ରେ କୁହ ଯାଇଛି । ତାହେଲେ ବନ୍ଧୁଗଣ ଅଭିନେତା ବା ସାଂସଦ ଅନୁଭବ ମହାନ୍ତି ଙ୍କ ତରଫ ରୁ ଲୋକସଭା ସେକ୍ରେଟେରୀ ଜେନେରାଲ ଙ୍କୁ ବର୍ଷା ଙ୍କ ଜୀବନସାଥି ପରିଚୟ ରଦ୍ଦ କରିବା କୁ ଅନୁରୋଧ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ।

ତାହେଲେ ବନ୍ଧୁଗଣ ଅନୁଭବ ଏହି ଅନୁରୋଧ ରେ ଲେଖଥିଲେ ଯେ ଯେ ସାଂସଦ ପତ୍ନୀ ଭାବେ ବର୍ଷା ଙ୍କୁ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । ସାଂସଦ ଜୀବନ ସାଥି ପରିଚୟ ପତ୍ର ରେ ସାଂସଦ ପରିସର ରେ ଏବଂ ବିଦେଶ ରେ ଫାଇଦା ଉଠାଉଛନ୍ତି , ତେବେ ଏହା କୁ ଯଥାଶୀଘ୍ର ବନ୍ଦ କରିବାକୁ ସାଂସଦ ଅନୁଭବ ମହାନ୍ତି ଅନୁରୋଧ କରିଥିଲେ । ମିଥ୍ୟା ଏବଂ ଭ୍ର-ମା-ତ୍ମ-କ ତଥ୍ୟ ଦେଇ ସାଧାରଣ କୁଟନୈତିଜ୍ଞ ପାଷପୋର୍ଟ ଓ ପ୍ୟାନ କାର୍ଡ ହାସଲ କରିଥିବା ଅନୁଭବ କହିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହା ସବୁଠୁ ବଡ ଖବର ଯେ ବର୍ଷା ଙ୍କ ଙ୍କୁ ମିଳିଥିବା ସାଂସଦ ପତ୍ନୀ ଭାବେ ପରିଚୟ ପତ୍ର ରଦ୍ଦ କରାଯିବ , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଙ୍କ ପ୍ରତିକ୍ରିୟା ମିଳି ପାରି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *