Breaking News

ଓଡିଆ ଅଭିନେତ୍ରୀ ଗୁନଗୁନ (Gungun) ଶାଶୂଘର ଲୋକଙ୍କ ସହ ଶଶୁର ଘର ଗାଁ କୁ ଯାଇ ମଜା ମସ୍ତି କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଗୁନଗୁନ ଙ୍କୁ । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଗୁନଗୁନ ଙ୍କୁ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅଭିନୟ ଛାଡିବା ପରେ ବହୁସରା ରିଆଲିଟି ସୋ ରେ ନିଜ ଜବରଦସ୍ତ ଆଙ୍କରିଙ୍ଗ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତେବେ ଅଭିନେତ୍ରୀ ଭଲ ଅଭିନୟ ପାଇଁ ଲୋକ ପରିଚିତ ହୋଇଥିବା ସମୟ ତାଙ୍କର ଜବରଦସ୍ତ ଆଙ୍କରିଙ୍ଗ ତାଙ୍କୁ ଆଜି ଘରେ ଘରେ ଅପରିଚିତ କରାଇଛି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ତେବେ ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ଟି ବେସ ଧୁମଧାମ ରେ ହୋଇଥିଲା । ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । କେତେବେଳେ ନିଜ ଶାଶୁଘରେ ନିଜ ନଣନ୍ଦ ଙ୍କ ସହ ନଜର ଆସୁଛନ୍ତି ତ ଆଉ କେତେବେଳେ ନିଜ ସ୍ଵାମୀ ଙ୍କ ସହ ନଜର ଆସୁଛନ୍ତି ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଗୁନଗୁନ ଙ୍କ ଭିଡିଓ ବହୁ ପରିମାଣ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି , ତେବେ ଏହି ଭିଡିଓ ଟି କୁ ନିଜେ ଗୁନଗୁନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି , ତେବେ ଏହି ଭିଡିଓ ରେ ନିଜ ଶଶୁର ଘର ଲୋକ ଙ୍କ ସହିତ ସେ ବୁଲିବାକୁ ଯାଇ ସେଠାରେ ବହୁ ସାରା ମଜା ମସ୍ତି କରୁଥିବା ର ଦେଖବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.