Breaking News

ନବୀନ ଜନତାଙ୍କ ପାଇଁ ଟଙ୍କା ବର୍ଷା କରିଲେ, ଘୋଷଣା କରିଲେ ଅନେକ ଯୋଜନା

ଦର୍ଶକ ବନ୍ଧୁ ପଞ୍ଚାୟତ ପୌର ନିର୍ବାଚନ ପୂର୍ବ ରୁ କରୋନା ସହାୟତା , ବିଜୁ ପକ୍କାଘର ପାଇ ନଥିବା ହିତାଧିକାରୀ ମାନ ଙ୍କୁ ଘର ମରାମତି କରିବା ପାଇଁ ସହାୟତା ପରେ ମିସନ ଶକ୍ତି ପାଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି । ତେବେ କୋଭିଡ ସହାୟତା ନେଇ ଘୋଷଣା କରିଥିବା ସରକାର ଆଜି 1 ହଜାର ଟଙ୍କା ଲେଖାଏ ପଠାଇଛନ୍ତି ଓ ଏହା ଫଳ ରେ 96 ଲକ୍ଷ ପରିବାର ଉପକୃତ ହେବେ , ତେବେ ଏଠି ପାଇଁ ଖର୍ଚ୍ଚ ହେବ 960 କୋଟି ଟଙ୍କା ।

 

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସରକାର ମଙ୍ଗଲ ବାର ଦିନ ଘର ମରାମତି କରିବା ପାଇଁ ଆର୍ଥିକ ସହାୟତା ଦେଇଥିବା ସମୟ ରେ ବୁଧବାର ଦିନ 1 ହଜାର ଟଙ୍କା ଲେଖାଏ କୋଭିଡ ସହାୟତା ଦେଇଛନ୍ତି ରାଜ୍ୟ ସରକାର । ତେବେ ଏହି ସହାୟତା ରେ 96 ଲକ୍ଷ ପରିବାର ଉପକୃତ ହେବେ । ତେବେ ଏଠି ପାଇଁ 960 କୋଟି ଟଙ୍କା ଖର୍ଚ୍ଚ ହେବ ।

ତେବେ ମୁଖ୍ୟ ମନ୍ତ୍ରୀ ଏହାକୁ ଘୋଷଣା କରିବା ସହିତ 7 ଦିନ ମଧ୍ୟ ରେ ସମସ୍ତ ଙ୍କୁ ସହାୟତା ମିଳିଯିବ ବୋଲି କହିଛନ୍ତି । । ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ରେ ସାମିଲ ଥିଲେ ପାଇବେ ସହାୟତା । ତେବେ ଯେଉଁ ମାନ ଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳି ନହିଁ ତାହେଲେ ରାଶାନ କାର୍ସ ହିତାଧିକାରୀ ମାନେ ପାଇବେ ସହାୟତା । ତେବେ ବର୍ତ୍ତମାନ ସମୟ ରେ ବଡ ଖବର ଯେ ମିସନ ଶକ୍ତି ପାଇଁ ମଧ୍ୟ ଘୋଷଣା କରିଛନ୍ତି ସରକାର ।

ଏଣିକି ମିଟିଂ ଓ ଗସ୍ତ ଭତ୍ତା ବାବଦ ରେ ଖର୍ଚ୍ଚ ହେବ 217 କୋଟି ଟଙ୍କା , 1.38 ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ସୁଧ ରିହାତି ଟଙ୍କା ର ହେବ ଇ ଟ୍ରାନ୍ସଫର ତେବେ ସୁଧ ରିହାତି ଦାବି କୁ 65 କୋଟି । ତେବେ ଲୋକରପଣ ହେଲା ମିସନ ଶକ୍ତି ଇ – ମାର୍କେଟ ପୋର୍ଟାଲ । ତେବେ ଭୁବନେଶ୍ବର ରେ ମିସନ ଶକ୍ତି ବଜାର ର ଭିତ୍ତିପ୍ରସ୍ତ ର ସ୍ଥାପନ । ତେବେ ବିରୋଧୀ ପାର୍ଟି ଏହାକୁ ଦେଖି କହିଛନ୍ତି ଯେ ଆଗ କୁ ନିର୍ବାଚନ ଥିବା ରୁ ସରକାର ଏହି ଭଳି କରୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.