Breaking News

ସରକାରଙ୍କ ବଡ ପଦକ୍ଷେପ, ଭୋଟର କାର୍ଡ ସହ ଲିଙ୍କ ହେବ ଆଧାର କାର୍ଡ, ଜାଣନ୍ତୁ କେମିତି କରିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସିଯାଇଛି ନିର୍ବାଚନ କୁ ନେଇ , କେନ୍ଦ୍ର ସରକାର ଙ୍କ 4 ଟି ନିର୍ବାଚନ ସଂସ୍କାର ସମ୍ପର୍କ ରେ ଘୋଷଣା କରିଛନ୍ତି । ତେବେ କେନ୍ଦ୍ର କ୍ଯାବିନେଟ ପକ୍ଷ ରୁ ନିର୍ବାଚନ ସଂସ୍କାର ପ୍ରକ୍ରିୟା କୁ ମଞ୍ଜୁର ପ୍ରଦାନ କରା ଯାଇଛି , ତେବେ ଏ ନେଇ ନିର୍ବଚନ କମିସନ ଙ୍କ ଠାରୁ ଏହି ସଂସ୍କାର ପାଇଁ ପ୍ରସ୍ତାବ ଦିଆ ଯାଇଥିବା ସମୟ ରେ ଏହାକୁ କେନ୍ଦ୍ର କ୍ଯାବିନେଟ ମଞ୍ଜୁର ପ୍ରଦାନ କରିଛନ୍ତି .

ତାହେଲେ ବନ୍ଧୁଗଣ 4 ଟି ନୂତନ ପ୍ରସ୍ତାବ କୁ ଲାଗୁ କରା ଯାଉଥିବା ସମୟ ରେ , ଏହା ନିର୍ବାଚନ କୁ ଅଧିକ ସ୍ଵଚ୍ଛ କରିବ ବୋଲି କୁହାଯାଇଛି । ତାହେଲେ ବନ୍ଧୁଗଣ ଏହା ର ସବୁଠୁ ବଡ ଫାଇଦା ହେଉଛି ଦୁର୍ନତି ମୁକ୍ତି କରିବ । ତାହେଲେ ଏହା କୁ ନିର୍ବାଚନ ପକ୍ଷ ରୁ ଏହା ପାଇଲଟ ପ୍ରୋଜେକ୍ଟ ଭାବ ରେ ଏହା କୁ ସଫଳତା ଭାବେ ପାଳନ କରାଯାଇଛି ।

ତେବେ ଏହି ନୂଆ ସଂସ୍କାର ଆସନ୍ତା 5 ରାଜ୍ୟ ର ନିର୍ବାଚନ ପୂର୍ବ ରୁ ଲାଗୁ କରା ଜୀବ । ତେବେ ପୂର୍ବ ରୁ ପ୍ୟାନ ଆଧାର ଲିଙ୍କ କରା ଯାଉଥିବା ସମୟ ରେ ବର୍ତ୍ତମାନ ଭୋଟର ଆଇଡ କୁ ଆଧାର ସହ ଲିଙ୍କ କରାଯିବ , ତେବେ ଏହି ଲିଙ୍କ କୁ ସଂପୂର୍ଣ୍ଣ ଭାବେ ଇଚ୍ଛାଧୀନ ରଖା ଯାଇଛି । ତାହେଲେ ବନ୍ଧୁଗଣ ପୂର୍ବ ରୁ ଜାନୁୟାରୀ 1 ସୁଦ୍ଧା ପ୍ରଥମ ଥର ଭୋଟ ପଞ୍ଜୀକରଣ ହେଉଥିବା ସମୟ ରେ ବର୍ତ୍ତମାନ ସମୟ ରେ ଏହା କୁ 4 ଥର କୁ ବୃଦ୍ଧି କରାଯାଇଛି ।

ତେବେ ନିର୍ବାଚନ ରେ ଥିବା ଳିଙ୍ଗ ପ୍ରଭେଦ ଙ୍କୁ ମଧ୍ୟ ଦୂର କରାଯାଇଛି , ତେବେ ପୂର୍ବ ସର୍ଭିସ ଅଫିସର ଙ୍କ ପତ୍ନୀ ଭୋଟ ଦେଉଥିବା ସମୟ ରେ ବର୍ତ୍ତମାନ ସ୍ଵାମୀ ମଧ୍ୟ ଭୋଟ ଦେଇ ପାରିବେ । ତେବେ ସ୍କୁଲ ମାନ ଙ୍କ ରେ ଭୋଟିଂ କୁ ନେଇ ବିବାଦ ଦେଖା ଦେଇଥିବା ସମୟ ରେ ନିର୍ବାଚନ ଅଧିକାରୀ ମାନେ ଅନ୍ୟ କୌଣସି ସ୍ଥାନ ରେ ନିର୍ବାଚନ ଅନୁଷ୍ଠିତ କରି ପାରିବେ । ଏବେ ଏହା ଚଳିତ ଶୀତ ଅଧିବେଶନ ପରେ କରାଯିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.