Breaking News

ହାଇକୋର୍ଟଙ୍କ ବଡ ନିଷ୍ପତି, ଶା-ରୀ-ରି-କ ସମ୍ପର୍କ ପରେ ବିବାହ କରିବା ପାଇଁ ବାଧ୍ୟ ନୁହେଁ

ଦର୍ଶକ ବର୍ତ୍ତମାନ ସମୟ ର ବଡ ଖବର ପ୍ରେମୀ ଯୁଗଲ ମାନ ଙ୍କ ପାଇଁ , ଆପଣ ମାନେ ଜାଣିଥିବେ ଯେ ଯେଉଁ ଜିନିସ୍ଗ ଆଗ କାଳ ରୁ ବିବାହ ପରେ ହେଉଥିଲା ତାହା ବର୍ତ୍ତମାନ ସମୟ ରେ ବିବାହ ହେବା ପୂର୍ବ ରୁ ସବୁ କିଛି ସଋ ଯାଉଛି , ତେବେ ବର୍ତ୍ତମାନ ସମୟ ରେ ଯାହା ବଡ ଖବର ମିଳିଛି , ଯାହାକୁ ଶୁଣିବା ପରେ ସମସ୍ତେ ଶା-ରୀ-ରି-କ ସମ୍ପର୍କ ରଖିବା ପୂର୍ବ ରୁ 10 ଥର ଭାବିବେ , ଏଣିକି ଶା-ରୀ-ରି-କ ସମ୍ପର୍କ ରଖିବା ସତ୍ତ୍ୱେ ବିବାହ ନ କଲେ ତାହା ପ୍ର-ତା-ର-ଣ ନୁହେଁ ବୋଲି ବମ୍ବେ ହାଇକୋର୍ଟ ମାମଲା ଶୁଣାଣୀ କରିଛନ୍ତି ।


ଏହା ର ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଙ୍କୁ ତଳ କୋର୍ଟ ଦୋ-ଷୀ ସାବ୍ୟସ୍ତ କରିଥିବା ସମୟ ରେ ସେହି ଯୁବକ ଙ୍କୁ ହାଇକୋର୍ଟ ନି-ର୍ଦ୍ଦୋ-ଷ ରେ ଖଲାସ କରିଛନ୍ତି । ବର୍ତ୍ତମାନ ସମୟ ରେ ପ୍ରେ-ମୀ ଯୁ-ଗ-ଲ ଙ୍କୁ ନେଇ ଯାହା ବି କିଛି ସୂଚନା ମିଳିଛି ପ୍ରେ-ମି-କ ତାର ପ୍ରେ-ମି-କା ବିବାହ ର ପ୍ରତିଶ୍ରୁତି ଦେଇ ବହୁ ବର୍ଷ ହେଲା ଶା-ରୀ-ରି-କ ସମ୍ପର୍କ ରଖୁଥିଲା କିନ୍ତୁ ଯୁବକ ଜଣକ ବିବାହ ପାଇଁ ପ୍ରେ-ମି-କା ଙ୍କୁ ମନା କରି ଦେଇଥିଲେ । ତେବେ ଯାହା ଫଳ ରେ କି ପ୍ରମିକା ର ଅଭିଯୋଗ ରେ ପୋଲିସ ପାଳଘର ଠାରେ ରହୁଥିବା ଯୁବକ ଙ୍କ ନାମ ରେ ବ-ଳ-ତ୍କା-ର ଓ ପ୍ର-ତା-ର-ଣ ମାନେ ଧାରା 376 ଓ 417 କ୍ରମ ରେ ମାମଲା ଦାଖଲ କରିଥିଲା ।


ତେବେ ଏହି ମାମଲା ରେ ଅତିରିକ୍ତ ସେଶନ ଜଜ 1999 ଫେବ୍ରୁଆରି 19 ତାରିଖ ରେ ସେହି ଯୁବକ ଙ୍କୁ ବ-ଳ-ତ୍କା-ର ମାମଲା ରେ ନି-ର୍ଦ୍ଦୋ-ଷ ରେ ଖଲାସ କରିଥିବା ସମୟ ରେ ପ୍ର-ତା-ର-ଣ ପାଇଁ ଯୁବକ ଙ୍କୁ ଦ-ଣ୍ଡ ଦେଇଥିଲେ । ତେବେ ଯୁବକ କାଶୀନାଥ ଙ୍କୁ ଦ-ଣ୍ଡ ଦେବା ର କାରଣ ହେଲା ଯେ ସେ 3 ବର୍ଷ ପର୍ଯ୍ୟନ୍ତ ବିବାହ ର ପ୍ରତିଶ୍ରୁତି ଦେଇ ଶା-ରୀ-ରି-କ ସମ୍ପର୍କ ରଖୁଥିବା ରୁ 1 ବର୍ଷ ଦଣ୍ଡ ।


ତେବେ ତଳ କୋର୍ଟ ଏହି ରାୟ କୁ ବମ୍ବେ ହାଇ କୋର୍ଟ ରେ ଚ୍ୟାଲେଞ୍ଜ ଦେଇଥିଲେ , ତେବେ ପରବର୍ତ୍ତୀ ସମୟ ରେ ଜଷ୍ଟିସ ଅନୁଜ ପ୍ରଭୂଦେସାଇ ଶିଂଗଲ ବେଞ୍ଚ କାଶୀନାଥ ଙ୍କୁ ପ୍ର-ତା-ର-ଣ ଅଭିଯୋଗ ରୁ ମୁକ୍ତ କରିଛନ୍ତି । ତେବେ ମହିଳା ଙ୍କ ବୟାନ ରେ ପ୍ରମାଣ ମିଳି ପାରିଲା ନହିଁ ଯେ କାଶୀନାଥ ପ୍ର-ତା-ର-ଣ କରି ଥିବାର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯେତେବେଳେ ପୋଖରୀରେ ପ୍ରକଟ ହେଲେ Maa Durga ଆଉ ନିଜ ଭକ୍ତଙ୍କୁ ଦେଲେ ଦର୍ଶନ, ତାପରେ ହେଲା ଏମିତି ଚମତ୍କାର ଦେଖିକି ପୁରା ସରକାର ବି ହଲିଗଲେ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ କଣ ହେଲା ଯେତେ ବେଳେ ଝାଡ଼ଖଣ୍ଡ ର ଗୋଟିଏ ଛୋଟ ଗାଁ ରେ ଏକ ପୋଖରୀରେ ଅଚାନକ …

Leave a Reply

Your email address will not be published.