Breaking News

ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା (Bidusmita) Tapaswini – Sumit ଘଟଣା କୁ ନେଇ ମୁହଁ ଖୋଲିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୁମିତ ଓ ତପସ୍ଵିନୀ ଙ୍କ ବିବାଦ , ତେବେ ଉଭୟ ଙ୍କ ବିବାଦ ବେସ ଚର୍ଚ୍ଚା ରେ ଥିବା ସମୟ ରେ ବହୁ ଜଣ ସାଧାରଣ ସେମାନ ଙ୍କ ମତାମତ ରଖି ସାରିଛନ୍ତି , ତେବେ କିଏ ସୁମିତ ଙ୍କ ସପକ୍ଷ ରେ କହୁଛି ତ ଆଉ କିଏ ତପସ୍ଵିନୀ ଙ୍କ ସମର୍ଥନ କରି ସୁମିତ ଗେଟ ଭଙ୍ଗୁଛନ୍ତି । ତେବେ ଏହାରି ଭିତରେ ଉଭୟ ବିବାଦ କୁ ନେଇ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପରିଚିତ ଅଭିନେତ୍ରୀ ବିଦୂସ୍ମିତା ନିଜ ପ୍ରତିକ୍ରିୟା ରଖି ସାରିଛନ୍ତି ।

ତେହେଲେ ବନ୍ଧୁଗଣ ଯେଉଁ ଭଳି ଭାବେ ମହିଳା ମାନେ ସୁମିତ ଙ୍କ ଗେଟ ଭାଙ୍ଗି ଭିତର କୁ ପ୍ରବେଶ କରିଛନ୍ତି ତାହାକୁ ଅଭିନେତ୍ରୀ ବିଦୂସ୍ମିତା ସମର୍ଥନ କରିଛନ୍ତି ଓ ସେ କହିଛନ୍ତି ଯେ ତପସ୍ଵିନୀ ଙ୍କ ଉପରେ ଅନ୍ୟାୟ ହେଉଥିବାରୁ ମୁଁ ଗୋଟେ ଝିଅ ହିସାବ ରେ ଆଜି ସର୍ବ ସମ୍ମୁଖ କୁ ଆସିଛି । ତେବେ ସେ କହିଛନ୍ତି ତପସ୍ଵିନୀ ଙ୍କୁ ସମସ୍ତେ ସାହାର୍ଯ୍ୟ କରି ନ୍ୟାୟ ଦେବା ପାଇଁ ।

ତେବେ ସେ କହିଛନ୍ତି ଯେ ସୁମିତ ଙ୍କ ପରିବାର ରେ ନିଶ୍ଚୟ ମହିଳା ଅଛନ୍ତି ସେ ନିଶ୍ଚୟ ଜଣେ ମହିଳା ଙ୍କ କଥା ଶୁଣିବା ଦରକାର । ତେବେ ସୁମିତ ଓ ତପସ୍ଵିନୀ ଶଶୁର ଘର ଲୋକ ତପସ୍ଵିନୀ ଗ୍ରହଣ କରିବା ଆବଶ୍ୟକ , ତେବେ ସେ ନିଜ ଅଧିକାର ପାଇବା ପାଇଁ ସେ ଏହି ଭଳି ଭାବେ କରୁଛି ବୋଲି ଗଣ ମାଧ୍ୟମ ମାନ ଙ୍କ ସମ୍ମୁଖ ରେ କହିଛନ୍ତି ।

ତେବେ ବିଦୂସ୍ମିତା ଙ୍କ ଶୁଟିଙ୍ଗ ସେଟ ର ବ୍ୟସ୍ତ ଥିବାରୁ ସେ ତପସ୍ଵିନୀ ଙ୍କ ପାଖ କୁ ଯାଇ ପାରୁ ନାହାଁନ୍ତି କିନ୍ତୁ ତପସ୍ଵିନୀ ଙ୍କୁ ନ୍ୟାୟ ଦେବା ପାଇଁ ସେ ଗଣ ମାଧ୍ୟମ ସାମ୍ନା ରେ ସମସ୍ତ ଙ୍କୁ କହିଛନ୍ତି , ତେବେ ତପସ୍ଵିନୀ କେବଳ ନିଜ ଅଧିକାର ପାଇବା ପାଇଁ ଏହି ସବୁ କିଛି କରୁଛନ୍ତି ବୋଲି ବିଦୂସ୍ମିତା କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *