Breaking News

ତପସ୍ଵିନୀ – ସୁମିତଙ୍କ ପ୍ରେମ କାହାଣୀଙ୍କୁ ନେଇ ଆସିଲା ନୂଆ ଗୀତ, Tapaswini କା-ନ୍ଦୁ-ଛି, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସାରା ଓଡିଶା ରେ ଗୋଟିଏ ଚର୍ଚ୍ଚା , ସୁମିତ ଓ ତପସ୍ଵିନୀ ଙ୍କ ବିବାଦ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଙ୍କ ବିବାଦ କୁ ବେସ ଭଲ ଭାବ ରେ ଜାଣିଥିବେ , ତାହେଲେ ବନ୍ଧୁଗଣ ଉଭୟ ଙ୍କ ବିବାଦ ବର୍ତ୍ତମାନ ସମୟ ରେ କୋର୍ଟ ରେ ବିଚାରଧିନ ଥିବା ସମୟ ରେ ତପସ୍ଵିନୀ ସୁମିତ ଙ୍କ ଘର ବରଣ୍ଡା ରେ ଅଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତପସ୍ଵିନୀ କେମିତି ଘର ସାମ୍ନା ରୁ ଘର ବରଣ୍ଡା କୁ ଗଲେ ତାହା ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ କୋର୍ଟ ନ୍ୟାୟ ଭଗବାନ ହୋଇ କି ଉଭୟ ବିବାଦ ର ସମାଧାନ କରି ପାରୁ ନହିଁ କିନ୍ତୁ ଯେଉଁ ଭଳି ମହିଳା ମାନେ ଆସି ଗୋଟିଏ ରାତି ରେ ତପସ୍ଵିନୀ ଙ୍କୁ ଯେଉଁ ନ୍ୟାୟ ଦେଇଗଲେ ତାହା ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛି ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତପସ୍ଵିନୀ ଙ୍କୁ ନେଇ ସ୍ଵସ୍ତିକ ମ୍ୟୁଜିକ ଷ୍ଟୂଡିଓ ଏକ ଗୀତ କରିଛି ଯାହା କି ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ତାହେଲେ ବନ୍ଧୁଗଣ ଏହି ଗୀତ ଟି କୁ ଓଡିଶା ବାସୀ ଶୁଣିବା ପରେ ନା ପସନ୍ଦ କରିଛନ୍ତି । ତେବେ ଏହି ଗୀତ ଗାଉଥିବା ଜଣେ ଗାୟିକା କହିଛନ୍ତି ଏହି ଗୀତ ମାଧ୍ୟମ ରେ ସେମାନେ ତପସ୍ଵିନୀ ଙ୍କ ଶାଶୁଘର ଲୋକ ଙ୍କ ମନ ପରିବର୍ତ୍ତନ କରିଦେବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଶାଶୁଘର ଲୋକ ମାନ ଙ୍କ ମନ ପରିବର୍ତ୍ତନ କେମିତି ହେବ ଏମିତି ଗୀତ ଗାଇଦେଲେ , ନହେଲେ ଗେଟ ଭାଙ୍ଗି ଦେଲେ ସେମାନ ଙ୍କ ପରିବର୍ତ୍ତନ ହୋଇଯିବ । ତାହେଲେ ବନ୍ଧୁଗଣ ଦେଖା ଯାଉ ଆଗାମୀ ଦିନ ମାନ ଙ୍କ ଭିତରେ କଣ କହୁଛି ଓ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ବିବାଦ ଯେଉଁ ଭଳି ଭାବେ ବିଗିଡି ବାରେ ଲାଗିଛି ସମାଧାନ ନାମ ନେବା ଅସମ୍ଭବ ହୋଇ ଗଲାଣି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *