Breaking News

ସରକାର କରିଲେ ବଡ ଘୋଷଣା, ଏଣିକି ମାସକୁ ସରକାର ଦେବେ ୩୦୦୦ ଟଙ୍କା, ଜାଣନ୍ତୁ କେମିତି ପାଇବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଯେ କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର , ଏହି ଦୁଇ ସରକାର ଅନେକ ଯୋଜନା ଆଣିଛନ୍ତି ଜଣ ସାଧାରଣ ପାଇଁ । ତେବେ ଏହି ଯୋଜନା ଦ୍ଵାରା ବହୁତ ଲୋକ ଏହା ର ଲାଭ ଉଠାଉଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ବହୁ ଚାଷୀ ମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସହାୟତା ପାଉଛନ୍ତି ।


ତାହେଲେ ବନ୍ଧୁଗଣ ଏହାରି ଭିତରେ କେନ୍ଦ୍ର ସରକାର ଆଉ ଏକ ନୂଆ ଯୋଜନା ଆଣିଛନ୍ତି ଯାହାର ନାମ ରହିଛି ପ୍ରଧାନ ମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା । ତେବେ ଏହି ଯୋଜନା ରେ କୃଶକ , ବ୍ୟବସାୟ , ଓ ଶ୍ରମିକ ମାନ ଙ୍କୁ ସାମିଲ କରା ଯାଇଛି । ତାହେଲେ ବନ୍ଧୁଗଣ ଏହି ଯୋଜନା ରେ 44 ଲକ୍ଷ ଶ୍ରମିକ ଙ୍କୁ କେନ୍ଦ୍ର ସରକାର ମାସ କୁ 3 ହଜାର ଟଙ୍କା ଦେବେ , ପେନସନ ବାବଦ ରେ ।

ତେବେ ଏହି ଜଣ କଲ୍ଯାଣ ଯୋଜନା ରେ ସାମିଲ ହୋଇଥିବା ହିତାଧିକାରୀ ମାନ ଙ୍କୁ 60 ବର୍ଷ ହେବା ପରେ ସେ ମାସ କୁ 3 ହଜାର ଟଙ୍କା ପାଇବେ , ତେବେ ଯଦି ହିତାଧିକାରୀ ଙ୍କ କୌଣସି କାରଣ ରୁ ମୃତ୍ୟୁ ବରଣ କରନ୍ତି ତାହେଲେ ପେନସନ ପରିବାର ଲୋକ ପାଇବେ । ସବୁଠୁ ବଡ କଥା ହେଲା ଯେ ଯେଉଁ ମାନେ 15 ହଜାର ଟଙ୍କା ରୁ ଅଧିକ ପାଉଛନ୍ତି , ଇପିଏଫଓ , ନ୍ୟାସନାଲ ସ୍କିପ କିମ୍ବା ରାଜ୍ୟ କର୍ମଚାରୀ ବିମାନିଗମ ର ସଦସ୍ୟ ଓ ଆୟକର ଭରୁଥିବା ବ୍ୟକ୍ତି ଏହି ଯୋଜନା ରେ ସାମିଲ ହୋଇ ପାରିବେ ନହିଁ ।


ତେବେ ଏହି ଯୋଜନା ଟି କେବଳ ସାଧାରଣ ଦୋକାନୀ,ଡ୍ରାଇଭର,ପ୍ଲମ୍ବର,ଦରଜୀ,ମେଡ,ମିଡଦେ ମିଲ ୱାର୍କର , ରିକ୍ସା ଚାଳକ, ଘର ନିର୍ମାଣ କରୁଥିବା ମିସ୍ତ୍ରୀ,ଜୋଗାଡିଆ,ଅଳିଆ ଗୋଟାଳି, ବିଡି ତିଆରି ବାଲା , ଦିନ ମଜଜୁରିଆ , ମୋଚି , ଧୋବା ଆଦି ସାମିଲ ହେବେ । ତାହେଲେ ବନ୍ଧୁଗଣ ହିତାଧିକାରୀ ମାନ ଙ୍କ ବୟସ 18 ରୁ 40 ବର୍ଷ ଭିତରେ ହେବା ଆବଶ୍ୟକ ।

ତେବେ ବନ୍ଧୁଗଣ ଏହି ଯୋଜନା କିସ୍ତି ରହିଛି ,  18 ବର୍ଷ ବୟସ ରୁ ଏହି ଯୋଜନା ଆରମ୍ଭ କରନ୍ତି ସେମାନ ଙ୍କୁ ମାସିକ 55 ଟଙ୍କା ଜମା କରିବାକୁ ହେବ । 29 ବର୍ଷ ବୟସ ର ବ୍ୟକ୍ତି କୁ ଏଥିପାଇଁ ମାସିକ ଶହେ ଟଙ୍କା ଏବଂ ଯେଉଁ ମାନେ 40 ବର୍ଷ ହୋଇଥିବ ସେମାନ ଙ୍କୁ ପ୍ରତିମାସ ରେ ଜମା କରିବାକୁ 200 ଟଙ୍କା ଦେବା କୁ ପଡିବ । ତେବେ ଏହି ଯୋଜନା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ହେଲା – ଆଧାର କାର୍ଡ,ଆଇଏଇଏସସି ନମ୍ବର ସହ ସେବିଙ୍ଗ ତଥା ଜନଧନ ଆକାଉଣ୍ଟ ଏବଂ ମୋବାଇଲ ନମ୍ବର । ତେବେ ଏ ନେଇ କମନ ସର୍ଭିସ ସେଣ୍ଟର ପଞ୍ଜୀକରଣ କରନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ନୂଆ ବର୍ଷ ପରେ ୭ମ ବେତନ କମିଶନ ଲାଗୁ ହେବ, ବଢିବ ପେନସନ ଓ ଦରମା, ଜାଣନ୍ତୁ କେତେ ଟଙ୍କା ବଢିବ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ର କେନ୍ଦ୍ରୀୟ କର୍ମଚାରୀଙ୍କ ମାନ ଙ୍କ ପାଇଁ ବଡ ଖୁସି ର ଖବର ଯେ …

Leave a Reply

Your email address will not be published. Required fields are marked *