Breaking News

ନବୀନଙ୍କ ବଡ ଘୋଷଣା, ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ଆପଣଙ୍କୁ ମିଳିବ ୧୦୦୦ ଟଙ୍କା, ଜାଣନ୍ତୁ କେମିତି ପାଇବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପଞ୍ଚାଯତ ନିର୍ବାଚନ ପୂର୍ବ ରୁ ସରକାର ଙ୍କ ବଡ ଘୋଷଣା , କୋଭିଡ ସହାୟତା ପାଇଁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧିକାରୀ ମାନ ଙ୍କୁ 1 ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ସବୁଠୁ ବଡ କଥା ହେଲା ଯେ ଏହି ଟଙ୍କା 7 ଦିନ ମଧ୍ୟ ରେ ମିଳିବ । ବର୍ତ୍ତମାନ ସମୟ ର ଏହା ବଡ ଖବର ।

ତେବେ ଯେଉଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ନହିଁ ସେମାନେ ଚିନ୍ତା କରିବା କିଛି ଦରକାର ନହିଁ ରାଶାନ କାର୍ଡ ଥିଲେ ମଧ୍ୟ ଆପଣ ଙ୍କୁ 1 ହଜାର ଟଙ୍କା 7 ଦିନ ମଧ୍ୟ ରେ ମିଳିବ । ସରକାର ଘୋଷଣା ଅନୁଯାୟୀ ପ୍ରତ୍ଯେକ କାର୍ଡ ପିଛା ସରକାର 1000 ଟଙ୍କା ଲେଖାଏ କୋଭିଡ ସହାୟତା କରିବେ । ତାହେଲେ ବନ୍ଧୁଗଣ ସେଥିପାଇଁ ରାଜ୍ୟ ସରକାର 350 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ତେବେ ବିରୋଧୀ ପାର୍ଟି ଏହା କୁ ବିରୋଧ କରି କହିଛନ୍ତି ଯେ ଆଗକୁ ଭୋଟ ଆସୁଥିବାରୁ ଭୋଟର ମାନ ଙ୍କୁ ଆତ୍କୃଷ୍ଟ କରିବା ପାଇଁ ଏହି ଭଳି ଘୋଷଣା କରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ନିର୍ବାଚନ ପୂର୍ବ ରୁ ମୁଖ୍ୟ ମନ୍ତ୍ରୀ ଭଲ ଯୋଜନା କରୁଛନ୍ତି , ଯଦି ଆମେ ଦେଖିବା ଯେ 2009 ପୂର୍ବ ରୁ ସରକାର 2 ଟଙ୍କିଆ ଚାଉଳ ଦେବା ସମୟ ରେ ଏହା କୁ 1 ଟଙ୍କା ରେ ଦେଇଛନ୍ତି ।

2014 ପୂର୍ବ ରୁ , ତେବେ 2019 ପୂର୍ବ ରୁ କାଳିଆ ଜ୍ଜାନା ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ ଆଦି ଅନେକ ଯୋଜନା ସ ଆଣିଛନ୍ତି ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସରକାର ଏହି ଘୋଷଣା ଆପଣ କେତେ ଖୁସି ଅଛନ୍ତି ତାହା ଆମ କୁ ନିଶ୍ଚୟ ଜଣାନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *