Breaking News

Sumit ଜାରି କରିଲେ ଆଉ ଏକ ଭିଡିଓ, ସୁମିତ କହିଲେ ସାତ ଜନ୍ମରେ ଆଉ ଏ ମିଲନ ହେବନି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗଣ ମାଧ୍ୟମ ସାମ୍ନା ରେ ତପସ୍ଵିନୀ ଯେଉଁ କହୁଥିଲେ ଯେ ସୁମିତ ଆଇନ କୁ ମାନୁ ନାହାନ୍ତି କି ଖାତିର କରୁ ନାହାଁନ୍ତି , ତେବେ ଗତକାଲି କଣ କଲେ ତପସ୍ଵିନୀ , ଆପଣ ମାନେ ଜାଣିଥିବେ ଗତକାଲି ରାତି ରେ କିଛି ମହିଳା ମାନେ ଆସିଥିଲେ ତପସ୍ଵିନୀ ଙ୍କୁ ସମର୍ଥନ କରିବା ପାଇଁ କିନ୍ତୁ ସମର୍ଥନ କରିବାକୁ ଆସି ଯେଉଁ ଭଳି ସୁମିତ ଘର ଗେଟ କୁ ଭାଙ୍ଗି ଭିତର କୁ ପ୍ରବେଶ କରିଥିଲେ ।

ଯାହା ଫଳ ରେ ସୁମିତ ଙ୍କ ବାପା ପ୍ରମୋଦ ଏକ ଅଡିଓ କଲ ଜାରି କରିଥିଲେ । ତେବେ ବର୍ତ୍ତମାନ ସମୟ ରେ ସୁମିତ ପ୍ରତିକ୍ରିୟା ରଖିଛନ୍ତି ଏହି ଘଟଣା ଟି ଉପରେ । ତେବେ ସେ ଏହି ଅଡିଓ ରେ କହିଛନ୍ତି ଯେ ଆମେ ମାନେ କୋର୍ଟ କୁ ଯାଉଛୁ ଓ କୋର୍ଟ ର ଆଦେଶ କୁ ସମ୍ମାନ କରୁଛୁ କିନ୍ତୁ ସେମାନେ ଆମ ଘର , ଲାଇଫ ଓ ସମ୍ପତ୍ତି କୁ ନ-ଷ୍ଟ କରିଦେଲେ । ତେବେ ତପସ୍ଵିନୀ ଙ୍କ ପରିବାର ଓ ପ୍ରମିଳା ତ୍ରିପାଠୀ ମିଶି ଆମ ଘର ଗେଟ ଭାଙ୍ଗିଛନ୍ତି ।

ତେବେ ସ କହିଛନ୍ତି ଘରେ ମା ମୋର ହାର୍ଟ ପେସେଣ୍ଟ ଜେଜେ ମା ବେଡ ରେ ପଡିଛନ୍ତି ଓ ବାପା କା-ନ୍ଦି କା-ନ୍ଦି ରହିଲେଣି । ତେବେ ଆମର ଜୀବନ କୁ ନ-ଷ୍ଟ କରି ସାରିଛନ୍ତି ଓ ନିଜେ ବର୍ତ୍ତମାନ ସମୟ ରେ କୋର୍ଟ କୁ ବି ସମ୍ମାନ ଦେଉ ନାହାଁନ୍ତି , ଲ କୁ ବି ସମ୍ମାନ ଦେଲେ ନହିଁ । ତେବେ ବର୍ତ୍ତମାନ ସମୟ ରେ ଆମ କୁ ସମସ୍ତେ ନିଶ୍ଚୟ ନ୍ୟାୟ ଦେବେ ।

ତେବେ ଉଭୟ ଙ୍କ ବିବାଦ ବର୍ତ୍ତମାନ ସମୟ ରେ କୋର୍ଟ ରେ ବିଚାରଧିନ ଥିବା ସମୟ ରେ ତପସ୍ଵିନୀ କଣ ପାଇଁ ଏହି ଭଳି କରୁଛନ୍ତି । ନିଜେ ଅସୁରକ୍ଷିତ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ଓ ଅଭିଯୋଗ କରିବା ପରେ ମଧ୍ୟ ଆଇନ କୁ ନିଜ ହାତ କୁ ନେଉଛନ୍ତି , ତେବେ ସୁମିତ ସବୁଠାରୁ ବଡ କଥା କହିଛନ୍ତି ଯେ ଏଜନ୍ମ ରେ ନୁହେଁ ବରଂ ସାତ ଜନମ ର ମିଲନ ହେବେ ନହିଁ । ତାହେଲେ ବନ୍ଧୁଗଣ ମହିଳା ମାନେ ଆସି ଯେଉଁ ଏହି ଭଳି କାର୍ଯ୍ୟ କଲେ ତାହା କଣ ଉଚିତ , କାରଣ ସୁମିତ ଙ୍କ ଘରେ ମା ହା-ର୍ଟ ପେସେଣ୍ଟ ଓ ଜେଜେମା ବେଡ ରେ ପଡିଛନ୍ତି ତେବେ ଏହି ସମୟ ରେ ଏହି କାର୍ଯ୍ୟ ବେସ ଲ-ଜ୍ୟା-ଜ-ନ-କ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *