Breaking News

ବରିଷ୍ଠ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର (Manmath Mishra) ବିଜେପି ନେତା ଥିବା ସମୟରେ ପତ୍ନୀ କୃଷ୍ଣପ୍ରିୟା ମିଶ୍ର ନିଜ ସହଯୋଗୀଙ୍କ ସହ ଶଙ୍ଖ ଫୁଙ୍ଖିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ କଳାକାର ମାନେ ଅଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି କଳାକାର ମାନ ଙ୍କ ମଧ୍ୟ ରୁ ଅଳ୍ପ କଳାକାର ଅଛନ୍ତି ଯେଉଁ ମାନେ ଓଡିଆ ଇଣ୍ଡଷ୍ଟ୍ରି ରୁ ଲୋକ ପ୍ରିୟ ହେବା ପରେ ରାଜନୀତି ରେ ପାଦ ଦେଇଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏହି କଳାକାର ମାନ ଙ୍କ ମଧ୍ୟ ରୁ ଏମିତି ଦୁଇ କକଳାର ଙ୍କ ବିଷୟ କହିବୁ ଯିଏ ବାସ୍ତବ ଜୀବନ ରେ ସ୍ଵାମୀ ଓ ସ୍ତ୍ରୀ ।

ଉଭୟ ବାସ୍ତବିକ ଜୀବନ ରେ ସ୍ଵାମୀ ସ୍ତ୍ରୀ ହୋଇଥିଲେ ମଧ୍ୟ ସ୍ଵାମୀ ବିଜେପି ରେ ଥିବା ସମୟ ରେ ସ୍ତ୍ରୀ ବିଜେଡି ଯୋଗ ଦେଇଛି , ତାହେଲେ ବନ୍ଧୁଗଣ ଏହି ଦୁଇ କଳକର ହେଉଛନ୍ତି ଗାୟକ ବା ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ପତ୍ନୀ କୃଷ୍ଣାପ୍ରିୟା । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଦୁଇ କଳାକାର ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଓ ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଯୋଡି ଙ୍କ ଝିଅ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ର ସବୁଠୁ ବଡ ଖବର ଯେ ଉଭୟ ସ୍ଵାମୀ ଓ ସ୍ତ୍ରୀ ବିଜେପି ଦଳ ରେ ଦଳୀୟ ସଂଗଠନ ସମସ୍ତ କାର୍ଯ୍ୟ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ମନ୍ମଥ ମିଶ୍ର ବିଜେପି ରେ ଥିବା ସମୟ ରେ ପତ୍ନୀ ବିଜେଡି ରେ ଯୋଗ ଦେଇଛନ୍ତି ଓ ଯାହାକି ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛି । ତାହେଲେ କଣ ଉଭୟ ଦୁଇ ଟି ପାର୍ଟି ରେ ଯୋଗ ଦେଇ ଭଲ ଫାଇଦା ପାଇଁ ଏହି ଭଳି କରିଛନ୍ତି ନା ଆଉ କିଛି ତାହା ସ୍ପଷ୍ଟ ଭାବେ ଜଣା ପଡି ନହିଁ ।

ତାହେଲେ ବନ୍ଧୁଗଣ କୃଷ୍ଣାପ୍ରିୟା ଙ୍କ ସହ ବିଜେପି ର ଅଗାଧଡି ମହିଳା ନେତ୍ରୀ ମାନେ ଓ 150 ରୁ ଅଧିକ ମହିଳା ମାନେ ବିଜେଡି ହଯୋଡ ଦେଇ ଶପଥ ନେଇ ସାରିଛନ୍ତି ବିଜେଡି ଦଳ କୁ ସଦୃଢ କରିବେ ବୋଲି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ଆସୁଛି ଯେ ଉଭୟ କଣ ଫାଇଦା ଦୁଇ ପାର୍ଟି ରେ ଯୋଗ ଦେଇଛନ୍ତି ନା ଉଭୟ ଙ୍କ ମଧ୍ୟ ରେ ଆଉ କିଛି ହେଇଛି ତାହା ବର୍ତ୍ତମାନ ସମୟ ରେ ସ୍ପଷ୍ଟ ଜଣା ପଡି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.