Breaking News

ସରକାରଙ୍କ ବଡ ଘୋଷଣା, ଏବେ ଚାକାରିଆ ମାନେ ସପ୍ତାହକୁ ୪ ଦିନ ଡ୍ୟୁଟି କରିବେ ଓ ୩ ଦିନ ଛୁଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଯେ ଏଣିକି ଚାକିରିଆ ମାନ ଙ୍କ ପାଇଁ ଖୁସି ଖବର ଯେ ସପ୍ତାହ 7 ଦିନ ମଧ୍ୟ ରୁ 3 ଦିନ ଛୁଟି ଓ 4 ଦିନ କାମ କରିବେ । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ କେନ୍ଦ୍ର ସରକାର ଏହା କୁ ଘୋଷଣା କରିଛନ୍ତି ଓ ଏହା କୁ ଆସନ୍ତା ବର୍ଷ ଲାଗୁ କରିବେ । ତେବେ ଏହା ଦ୍ଵାରା ଆପଣ ମାନେ ସିଧା ସଳଖ ସୁବିଧା ପାଇବେ ।

ତାହେଲ ବନ୍ଧୁଗଣ ଏହି ନିୟମ ଲାଗୁହେଲେ ସରକାରୀ ର୍କମଚାରୀ ମାନ ଙ୍କ ସହିତ ବେସରକାରୀ କର୍ମଚାରୀ ଏହା ଲାଭ ପାଇବେ । ତେବେ ଏଣିକି ସପ୍ତାହ କୁ 4 ଦିନ ହେବ ଅଫିସ । ଘରୋଇ ଓ ଏବଂ ସରକାରୀ କର୍ମଚାରୀ ମାନ ଙ୍କ ଉପରେ କାମ ର ବୋଝ କମିବ କାରଣ କର୍ମଚାରୀ ମାନ ଙ୍କୁ ଖୁସି କରିବା ଏକ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର ।

ତାହେଲେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ଭିତରେ କର୍ମଚାରୀ ମାନ ଙ୍କ ବେତନ ଠାରୁ ଛୁଟି ଓ ଦୈନିକ କରୁଥିବା କାର୍ଯ୍ୟ ଉପରେ ବଡ ପରିବର୍ତ୍ତନ ହେବ । ତେବେ ସମୟ ଆସିଲେ ଶ୍ରମିକ ମାନ ଙ୍କୁ ଦୈନିକ 12 ଘଣ୍ଟା କାମ କରିବାକୁ ପଡିବ । ତେବେ ନୂଆ ଆଇନ ଅନୁଯାୟୀ ଯେଉଁ ମାନେ ସପ୍ତାହ କୁ 12 ଘଣ୍ଟା କାମ କରୁଥିବେ ସେମାନ ଙ୍କୁ 3 ଦିନ ଛୁଟି ଦିଆଯିବ ।

ତେବେ ଯେଉଁ ମାନେ ଦୈନିକ 8 ଘଣ୍ଟା କାମ କରୁଛନ୍ତି ସେମାନ ଙ୍କୁ ସପ୍ତାହ କୁ 1 ଦିନ ଓ ମାସ କୁ 4 ଟି କିମ୍ବା 5 ଟି ଛୁଟି ପାଇବେ । ତେବେ କର୍ମଚାରୀ ଙ୍କ 48 ଘଣ୍ଟା କାର୍ଯ୍ୟ ପରେ କର୍ମଚାରୀ ଙ୍କ ସାପ୍ତାହିକ ଛୁଟି ନିର୍ଦ୍ଧାରଣ କରିବାକୁ ପଡିବ । ତେବେ ଏହି ନୂଆ ନିୟମ ଅନୁସାରେ କର୍ମଚାରୀ ମାନେ ଯେତିକି ଟଙ୍କା ପାଉଛନ୍ତି ତାହା ଆଗାମୀ ଦିନ ମାନ ଙ୍କ ଭିତରେ କମିଯିବ ଓ କମ୍ପାନୀ ମାନେ ଦରମା ଟଙ୍କା ଙ୍କୁ ଅନେକ ପ୍ରକାର ଭତ୍ତା ରେ ବାଣ୍ଟି ଦେବେ ।

ଯାହା ଫଳ ରେ କି କର୍ମଚାରୀ ମାନ ଙ୍କ ସଲାରି କମିବା ସହିତ ସେମାନ ଙ୍କ ଭବିଷ୍ୟତ ନିଧି ଜମା ମଧ୍ୟ କମୁଛି । ଏବେ ଭବିଷ୍ୟତ ନିଧି କର୍ମଚାରୀ ଙ୍କ ମୂଳ ବେତନ ର 50 ପ୍ରତିଶତ ଜମା କରାଯିବ ଓ ବଳକା ବେତନ କର୍ମଚାରୀ ମାନ ଙ୍କୁ ଦିଆଯିବ । ତେବେ ବର୍ତ୍ତମାନ ସମୟ ରେ ଏହି ନିୟମ ପାଇଁ 13 ରାଜ୍ୟ ପ୍ରସ୍ତୁତ ହେଲେଣି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ନୂଆ ବର୍ଷ ପରେ ୭ମ ବେତନ କମିଶନ ଲାଗୁ ହେବ, ବଢିବ ପେନସନ ଓ ଦରମା, ଜାଣନ୍ତୁ କେତେ ଟଙ୍କା ବଢିବ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ର କେନ୍ଦ୍ରୀୟ କର୍ମଚାରୀଙ୍କ ମାନ ଙ୍କ ପାଇଁ ବଡ ଖୁସି ର ଖବର ଯେ …

Leave a Reply

Your email address will not be published. Required fields are marked *