Breaking News

ବଡ ଖବର – ଶୁଟିଙ୍ଗ ସେଟରେ ନିର୍ଦେଶକଙ୍କ ନାମରେ ବଡ ଅଭିଯୋଗ କରିଲେ ଅଭିନେତ୍ରୀ ଏଲିନା (Elina) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁତ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ଓ ନାଚ ଦେଖାଇ ରିଆଲିଟି ସୋ ରେ ବିଜେତା ହୋଇଛନ୍ତି ଓ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହାଲେ ବନ୍ଧୁଗଣ ସେହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଏଲିନା ସାମନ୍ତରାୟ ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବା ପୂର୍ବ ରୁ “କିଏ ହେବ ମୋ ହିରୋଇନ “ ରେ ରିଆଲିଟି ରେ ନିଜ ଜବରଦସ୍ତ ପ୍ରଦର୍ଶନ ଦେଖାଇ ବିଜେତା ହୋଇଥିଲେ ।

ତାହେଲେ ପରବର୍ତ୍ତୀ ସମୟ ରେ ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ସମସ୍ତ ଚଳଚିତ୍ର କୁ ମଧ୍ୟ ନିଜ ଅଭିନୟ ମାଧ୍ୟମ ରେ ସୁପର ହିଟ କରାଇଛନ୍ତି । ତାହେଲେ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘରେ ମଧ୍ୟ ପରିଚିତ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏଲିନା ସାମନ୍ତରାଯ ଙ୍କ ର ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଡାଇରେକ୍ଟର ନାମ ରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଖାଇବା ରୁ ଡାଇରେକ୍ଟର ଖାଇ ଦେଉଛନ୍ତି ବୋଲି , ତେବେ ଏହି କଥା ଟି ଏଲିନା କହିଛନ୍ତି ଯାହା କି ମଜା ରେ ସେ କହିଛନ୍ତି , ତାହେଲେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ଭିତରେ ଏଲିନା ସାମନ୍ତରାୟ ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *