Breaking News

କେନ୍ଦ୍ର ସରକାର ଙ୍କ ମନ୍ତ୍ରୀ Jyotiraditya scindia ୪୦୦୦ କୋଟିର ମହଲରେ ରହୁଛନ୍ତି, କାନ୍ଥରେ ଦିଆ ହୋଇଛି ସୁନା ଓ ରୂପାର ଲେପ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ଜଣେ ଏମିତି କେନ୍ଦ୍ର ମନ୍ତ୍ରୀ ଙ୍କ ବିଷୟ ରେ ଜଣାଇବୁ ଯାହା ଙ୍କ ଘର ବିଷୟ ରେ ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ , ଆମେ ଯେଉଁ କେନ୍ଦ୍ର ମନ୍ତ୍ରୀ ଙ୍କ କଥା କହୁଛୁ ସେ ମନ୍ତ୍ରୀ ଙ୍କ ମହଲ ର ମୂଲ୍ୟ 4 ହଜାର କୋଟି ,  ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ କଥା ଟି ସତ , ତେବେ ଏହି କେନ୍ଦ୍ର ମନ୍ତ୍ରୀ ଜଣକ ହେଉଛନ୍ତି ଜ୍ୟୋତିରଦିତ୍ୟ ସିନ୍ଧ୍ୟା , ଯିଏ କି ମୋଦୀ ସରକାର ବେସାମରିକ ବିମାନ ଚଳଚଳ ମନ୍ତ୍ରୀ ।


ତେବେ ଜ୍ୟୋତିରଦିତ୍ୟ ସିନ୍ଧ୍ୟା ହେଉଛନ୍ତି ୱାଲିୟର ସିନ୍ଧ୍ୟା ରାଜବଂଶ , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଗଣତନ୍ତ୍ର ଶାସନ ଚାଲୁଥିଲେ ମଧ୍ୟ ୱାଲିୟର ସିନ୍ଧ୍ୟା ବଂଶ କୁ ରାଜ ପରିବାର ଓ ଜ୍ୟୋତିରଦିତ୍ୟ ସିନ୍ଧ୍ୟା ଙ୍କୁ ରାଜା ଭାବେ ମନି ଆସୁଛନ୍ତି ଲୋକ ମାନେ । ତେବେ ୱାଲିୟର ରେ ଥିବା ଏହି ରାଜ ମହଲ ନାମ ହେଉଛି ଜୟ ବିଳାସ , ତେବେ ଏହିମହଳ ଜୟ ବିଳାସ ନିର୍ମାଣ ହୋଇଥିଲା 1874 ମସିହା ରେ ।


ତାହେଲେ ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଯେ ଏହା କୁ ଡିଜାଇନ କରିଥିଲେ ବ୍ରିଟେନ ର ଲୋକ ପ୍ରିୟ ବା ପ୍ରସିଦ୍ଧ ଡିଜାଇନର ମାଇକେଲ ଫିଲୋସ । ତେବେ ଏହି ମହଲ କେବଳ ପ୍ରିନ୍ସ ଜର୍ଜ ଓ ପ୍ରିସେନ୍ସ ମ୍ୟାରୀ ଙ୍କ ସ୍ଵାଗତ ପାଇଁ ହୋଇଥିଲା ଓ ସେମାନେ ଭାରତ କୁ 1876 ମସିହା ରେ ରେ ଆସିଥିଲେ , ତାହେଲେ ବନ୍ଧୁଗଣ ଏହି ଜୟ ବିଳାସ ମହଲ ରେ 400 ଟି କୋଠରି ଘର ରହିଛି ।


ତେବେ ଏହି ମହଲ ଉପରେ ସୁନା ର ଲେପ ଦିଆ ଯାଇଛି ଓ 3 ମହଲା ଭିତର ପାର୍ଶ୍ଵ କୁ ଆକର୍ଷଣୀୟ କରିବା କୁ 560 କିଲୋ ର ସୁନା ଲେପ ଦିଆ ଯାଇଛି । ତେବେ ବର୍ତ୍ତମାନ ସମୟ ରେ 40 ଟି କୋଠରି କୁ ଏବେ ମ୍ୟୁଜିୟମ କରାଯାଇଛି ଓ ଏଇ ମ୍ୟୁଜିୟମ ଭିତରେ ସିନ୍ଧ୍ୟା ରାଜ୍ୟ ବଂଶ ଅନେକ ଜିନିଷ ରହିଛି । ବିଭିନ୍ନ ଅସ୍ତ୍ର ମଧ୍ୟ ରହିଛି , ହଁ ଝାନ୍ସି ରାଣୀ ର ଛଟା, ଶାହାଜାହାନ ଓ ଔରଙ୍ଗଜେବ ଙ୍କ ଅସ୍ତ୍ର ମଧ୍ୟ ରହିଛି । ତେବେ ଏହି ସଂଗ୍ରହାଳୟ ରେ ରୂପା ରେଳ ରହିଛି ଓ ଏହି ରେଳ ଅତିଥି ମାନ ଙ୍କ ଡାଇନିଙ୍ଗ ଟେବୁଲ ରେ ଖାଇବା ପରିଶିବା ପାଇଁ ।


ତେବେ ମହଲ ରେ 3500 କିଲୋଗ୍ରାମ ଓଜନ ର ବେଲଜିୟମ କଳାକାର ଦ୍ଵାରା ନିର୍ମିତ ଦୁଇ ଝୁମର ଲାଗିଛି , ତାହେଲେ ବନ୍ଧୁଗଣ ଏହି ଝୁମର ଲାଗିବା ପୂର୍ବ ରୁ ପ୍ରଥମେ ଛାତ ଏହାର ଓଜନ ସମ୍ଭାଳି ପାରୁଛି କି ନହିଁ ସେଥିପାଇଁ 10 ଟି ହାତୀ କୁ ଛାତ ଉପର କୁ ଚଢା ଯାଇଥିଲା । ତେବେ ଏଠାକୁ ଆପଣ ମାନେ ବୁଲିବା ପାଇଁ ଚାହୁଁ ଥିଲେ ମାତ୍ର 150 ଟଙ୍କା ଦେଇ ବୁଲି ପାରିବେ ଓ ବିଦେଶୀ ବ୍ୟକ୍ତି ମାନେ 800 ଟଙ୍କା ଟିକେଟ କରି ଭିତର କୁ ପ୍ରବେଶ କରିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.