Breaking News

ଗେଟ୍ ଭାଙ୍ଗିବା ପୂର୍ବରୁ ଏମିତି ଥିଲା ଦୃଶ୍ୟ, ଏମିତି ମାଡ଼ି ଆସିଥିଲେ ଶତାଧିକ ମହିଳା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଓଡିଶା ରେ ଗୋଟିଏ ବିବାଦ ବେସ ଚର୍ଚ୍ଚା ରେ ଅଛି ତାହା ହେଉଛି ତପସ୍ଵିନୀ ଏବଂ ଡାକ୍ତର ଙ୍କ ବିବାଦ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ବିବାଦ ବେସ ଚର୍ଚ୍ଚା ରେ ଥିବା ସମୟ ରେ ବିବାଦ କୁ ଆହୁରି ତୀବ୍ରତା କରିଛି ତପସ୍ଵିନୀ ଙ୍କୁ 8 ଲକ୍ଷ ଟଙ୍କା ମାଗିବା ସହିତ ଧମକ , ତେବେ ଦ୍ଵନ୍ଦ ସମସ୍ତେ ଅଛନ୍ତି ,

ତାହେଲେ ବନ୍ଧୁଗଣ ଉଭୟ ଙ୍କ ବିବାଦ ବର୍ତ୍ତମାନ ସମୟ ରେ କୋର୍ଟ ରେ ବିଚାରଧିନ ଥିବା ସମୟ ରେ ଶହ ଶହ ମହିଳା ମହିଳା ମାନେ ଆସି ସୁମିତ ଗେଟ ଭାଙ୍ଗିଛନ୍ତି ଓ ଯାହାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏସଡ଼ିଜେଏମ କୋର୍ଟ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ରାୟ ଆସିଲା । ତେବେ ଏହି ରାୟ ଉଲ୍ଲେଖ ନହିଁ ଯେ ତପସ୍ଵିନୀ କେଉଁଠାରେ ରହିବେ ବୋଲି ।

ତେବେ ତପସ୍ଵିନୀ ପୁଣି ସୁମିତ ଙ୍କ ଘର ଆଗ ସାମ୍ନା ରେ ଧାରଣା ରେ ବସିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଶହ ଶହ ମହିଳା ମାନେ ଆସି ଗୋଟିଏ ରାତି ରେ ତପସ୍ଵିନୀ ଙ୍କୁ ନ୍ୟାୟ ମିଳିବା ନେଇକହିଥିଲେ ଓ ପରବର୍ତ୍ତୀ ସମୟ ରେ ସୁମିତ ଙ୍କ ଗେଟ ଭାଙ୍ଗି ଭିତର କୁ ପ୍ରବେଶ କରିଥିଲେ , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ମହିଳା ମାନେ ଏହି ଗେଟ ଭାଙ୍ଗି ଭିତର କୁ ପ୍ରବେଶ କରୁଥିବା ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *