Breaking News

ସ୍ଥାନୀୟ ମହିଳା ମାନେ sumit ଙ୍କ ଘର ଗେଟ ଭାଙ୍ଗି Tapaswini ଙ୍କୁ ଘରକୁ ପଶେଇଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ବେସ ଭଲ ଭାବ ର ଏ ଜାଣିଥିବେ ତପସ୍ଵିନୀ ଓ ସୁମିତ ଙ୍କ ବିବାଦ , ତେବେ ଏହି ଦୁଇ ଜଣ ଙ୍କ ବିବାଦ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଉଭୟ ବିବାଦ ବର୍ତ୍ତମାନ ସମୟ ରେ ଏତେ ତୀ-ବ୍ର-ତା ଦେଖା ଦେଇଛି ଯେ ଉଭୟ ଙ୍କ ବିବାଦ ର ସମାଧାନ ଟା ଅସମ୍ଭବ ହୋଇ ପଡିଛି , ତେବେ ଏହାରି ଭିତରେ ଶହ ଶହ ମହିଳା ଆସି ସୁମିତ ଙ୍କ ଗେଟ ଭାଙ୍ଗିଛନ୍ତି , ତାହେଲେ ଆସନ୍ତୁ ଏହି ବିଷୟ ରେ ସଂପୂର୍ଣ୍ଣ ଖବର ଟି କଣ ଜାଣିବା ,


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଉଭୟ ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲା ଯେ ଉଭୟ ଭଡାଘରେ ଏକାଠି ହୋଇ ରହିବେ ଓ ତପସ୍ଵିନୀ ଦାୟିତ୍ଵ ନେବେ । ତାହେଲେ ବନ୍ଧୁଗଣ ସୁମିତ ଙ୍କୁ ତପସ୍ଵିନୀ ଙ୍କ ପାଖ ରେ ରହିବାକୁ ଇଚ୍ଛା ନଥିଲା ଓ ସେଥିପାଇଁ ସେ କୋର୍ଟ ନିର୍ଦ୍ଦେଶ ଦେବା ପରେ ସେ କେଉଁ ଠାରେ ଅଛନ୍ତି କିଛି ବି ସୂଚନା ମିଳିନାହିଁ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୁମିତ ଙ୍କ ଦେହ ସଂପୂର୍ଣ୍ଣ ଭାବେ ଅସୁସ୍ଥ ଓ ଯାହା ଫଳ ରେ କି ସେ ଅଡିଓ କ୍ଲିପ ସେୟାର କରୁଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୁମିତ ଛାଡିଥିବା ଭିଡିଓ ଟି ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି ଓ ଏହି ଭିଡିଓ ରେ ତପସ୍ଵିନୀ ସୁମିତ ଙ୍କୁ 8 ଲକ୍ଷ ଟଙ୍କା ମାଗୁଛନ୍ତି ଓ ପୁଣି ତପସ୍ଵିନୀ କାର ରେ ଯାଇଥିଲେ । ତେବେ ଏହି ଭଳି ଅନେକ କିଛି ଦେଖିବାକୁ ମିଳିଥିଲା ଏହି ଭିଡିଓ ରେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ନିଶ୍ଚିନ୍ତ ଭାବ ରେ ଦେଖିଥିବେ , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି କିଛି ମହିଳା ମାନେ ସୁମିତ ଙ୍କ ଗେଟ ଭାଙ୍ଗି ଭିତର କୁ ପ୍ରବେଶ କରିଛନ୍ତି ଓ ଭିତର ଘର ତାଲା ଭାଙ୍ଗୁ ଥିବା ସମୟ ରେ ପୋଲିସ ଆସି ବୁଝା ସୁଜା କରୁଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.