Breaking News

ବିବାହ ପରେ ସମୁଦ୍ର କୁଳରେ ଏକ ଘର କିଣିଲେ ସବ୍ୟସାଚୀ (Sabyasachi) ଓ ଅର୍ଚ୍ଚିତା (Archita) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ବ୍ୟକ୍ତିଗତ ଜୀବନ ର କିଛି ଫଟୋ କୁ ନେଇ ବେସ ଚର୍ଚ୍ଚା ରେ ଥାନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେହିଭଳି ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟଶଚି ଓ ଅର୍ଚ୍ଚିତା ବେସ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଯୋଡି ଏକ ନୂଆ ଘର କିଣିଛନ୍ତି ଓ ସେହି ନୂଆ ଘରେ ରହି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ଆଜି ସେହି ନୂଆ ଘର ବିଷୟ ରେ ଜାଣିବା ଯେ ସେ କେଉଁଠାରେ ଘର କିଣିଛନ୍ତି ଓ କେତେ ଟଙ୍କା ରେ କିଣିଛନ୍ତି ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ସବ୍ୟଶଚି ଓ ଅର୍ଚ୍ଚିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତବେ ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ଓ ଘରେ ଘରେ ପରିଚିତ । ତାହେଲେ ବନ୍ଧୁଗଣ ଗତ କିଛି ମାସ ତଳେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ପରବର୍ତ୍ତୀ ସମୟ ରେ ସାମାଜିକ କାମ କରି ବହୁ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିଥିଲେ । ତାହେଲେ ବନ୍ଧୁଗଣ ଏହି ଦୁଇ ଯୋଡି ରିଲ ଲାଇଫ ରେ ବେସ ଲୋକ ପ୍ରିୟ ହେବା ସହିତ ରିଅଲ ଲାଇଫ ରେ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ଏହି ଯୋଡି ବେସ ଖୁସି ରେ ଅଛନ୍ତି ଓ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସବ୍ୟସାଚୀ ଓ ଅର୍ଚ୍ଚିତା ଏକ ଘର କିଣିଛନ୍ତି ଯାହାର ମୂଲ୍ୟ 2 କୋଟି ଟଙ୍କା ରୁ ଅଧିକ ହେବ , ତେବେ ଏହି ଘର ଟି ସମୁଦ୍ର କୁଳ ରେ ଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *