Breaking News

କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ନୂଆ ବର୍ଷ ପରେ ୭ମ ବେତନ କମିଶନ ଲାଗୁ ହେବ, ବଢିବ ପେନସନ ଓ ଦରମା, ଜାଣନ୍ତୁ କେତେ ଟଙ୍କା ବଢିବ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ର କେନ୍ଦ୍ରୀୟ କର୍ମଚାରୀଙ୍କ ମାନ ଙ୍କ ପାଇଁ ବଡ ଖୁସି ର ଖବର ଯେ , ସେମାନ ଦରମା ବୃଦ୍ଧି ହୋଇପାରେ , ତେବେ ସପ୍ତମ ବେତନ ଆୟୋଗ ରେ କେନ୍ଦ୍ର କର୍ମଚାରୀ ମାନେ ଜୁଲାଇ ମାସ ୧ ତାରିଖ ରୁ DA ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ମହଙ୍ଗା ଭତ୍ତା 17 ରୁ ୩୧ ପ୍ରତିଶତ ବୃଦ୍ଧି ହେବାକୁ ନେଇ ସୂଚନା ମିଳିଛି । ତାହେଲେ ବନ୍ଧୁଗଣ ସେତେବେଳେ କେନ୍ଦ୍ର କର୍ମଚାରୀ ଦରମା ବୃଦ୍ଧି ହେବ ଯେବେ ବେଶିକ ପେ ଏବଂ ଗ୍ରେଡ ବୃଦ୍ଧି ହୁଏ । ତାହାଲେ ଏଥିରେ DA ର ଭୂମିକା ରହିଛି ।


ତାହେଲେ ବନ୍ଧୁଗଣ ଏହି ଡ଼ିଏ ବୃଦ୍ଧି ହେବା ଦ୍ଵାରା ଅନେକ କେନ୍ଦ୍ର କର୍ମଚାରୀ ମାନେ ଓ ପେନସନ ଭୋଗୀ ଉପକୃତ ହେବେ । ମାନେ କେନ୍ଦ୍ର ସରକାର 47 ଲକ୍ଷ ଏବଂ 68 ଲକ୍ଷ ପେନସନ ଭୋଗୀ ଉପକୃତ ହେବେ । ତେବେ କର୍ମଚାରୀ ଙ୍କ ମୌଲିକ ଦରମା ବା ବେଶିକ ପେ 18 ହଜାର ରୁ 57 ହଜାର ଟଙ୍କା ମଧ୍ୟ ରେ ରହିଛି । ତେବେ 18 ହଜାର ବେତନ ପାଉଥିବା କର୍ମଚାରୀ ମାନ ଙ୍କ ଦରମା 30 ହଜାର 240 ଟଙ୍କା କୁ ବୃଦ୍ଧି ପାଇବ ।

ତେବେ ଯେଉଁ ମାନେ 57 ହଜାର ଟଙ୍କା ପାଉଛନ୍ତି ସେମାନ ଙ୍କ ଡ଼ିଏ ରେ 31 ପ୍ରତିଶତ ବୃଦ୍ଧି ହେତୁ ବାର୍ଷିକ ଦରମା 2,11,668 ଟଙ୍କା ବୃଦ୍ଧି ପାଇବ , ତାହେଲେ ବନ୍ଧୁଗଣ ଗୋଟିଏ ବର୍ଷ ର ବେତନ ରେ 95,592 ଟଙ୍କା ପାର୍ଥକ୍ୟ ରହିବ । ଯେଉଁ ମାନେ ବେଶିକ ସାଲାରି 18 ହଜାର ଟଙ୍କା ପାଉଥିବେ , ତେବେ 31 ପ୍ରତିଶତ ଡ଼ିଏ ହିସାବ ରେ ମାସ କୁ 5580 ଟଙ୍କା , 17 ପ୍ରତିଶତ ରେ ମାସ ରେ 3060 ଟଙ୍କା , ତେବେ ଡ଼ିଏ ରେ ବୃଦ୍ଧି ମାସ କୁ 2520 ଟଙ୍କା , ବାର୍ଷିକ ଦରମା ବୃଦ୍ଧି , 30,240 ଟଙ୍କା । 95,592 ଟଙ୍କା ସର୍ବାଧିକ ଦରମା ବୃଦ୍ଧି ହେବ ।

ତେବେ 56,900 ଟଙ୍କା ବେଶିକ ଦରମା ରେ 31 ପ୍ରତିଶତ ଡ଼ିଏ – ମାସ କୁ 17,639 ଟଙ୍କା ଓ 17 ପ୍ରତିଶତ ଡ଼ିଏ ରେ ବର୍ତ୍ତମାନ ମାସ କୁ 9,673 ଟଙ୍କା । ଡ଼ିଏ ର ବୃଦ୍ଧି – 7,966 ତେବେ ବାର୍ଷିକ ଦରମା ବୃଦ୍ଧି 95,592 ଟଙ୍କା । ତେବେ ଆଇଆରଟିଏସଏ ଏବଂ ଏନଏଫଆଇଆର 2021 ଜାନୁୟାରୀ ପହିଲା ଏଚଆରଏ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

 

About admin

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.