Breaking News

ରାତି ଅଧରେ ଫୁଣି ବର୍ଷା – ଅନୁଭବ (Varsha Anubhav) ଙ୍କ ମଧ୍ୟରେ ହେଲା କ-ଳି, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମେ ଆପଣ ଙ୍କୁ ଏମିତି ଏକ ଖବର ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ,  ଏହି ଆଶ୍ଚର୍ଯ୍ୟ କଳା ଖବର ଟି ଆସିଛି କେନ୍ଦ୍ରପଡା ସାଂସଦ ବା ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ , ତାହେଲେ ଆସନ୍ତୁ ଜାଣିବା ବର୍ତ୍ତମାନ ସମୟ ର ଏହି ବଡ ଖବର ଟି କଣ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ସେ କେନ୍ଦ୍ରପଡା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି , ତାହେଲେ ବନ୍ଧୁଗଣ ଠିକ ସେହିଭଳି ଆପଣ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ବର୍ଷା ନିଜ ଅଭିନୟ ଜାରି ରଖିବା ସହିତ ସାମାଜିକ କାମ ରେ ବ୍ୟସ୍ତ ଅଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଉଭୟ ଙ୍କୁ ବହୁ ସାରା ଚଳଚିତ୍ର ରେ ଏକାଠି ହୋଇ ଜବରଦସ୍ତ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ , ତେବେ ଏହି ଅଭିନୟ ପାଇଁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଯୋଡି ଭାବ ରେ ବେସ ପରିଚିତ ହୋଇଥିଲେ , ତାହେଲେ ବନ୍ଧୁଗଣ ପରବର୍ତ୍ତୀ ସମୟ ରେ ଉଭୟ ପରସ୍ପର କୁ ବିବାହ କରିଥିଲେ ।

ତେବେ ଏହି ବିବାହ ହୋଇଥିଲେ ମଧ୍ୟ ଅଳ୍ପ କିଛି ଦିନ ପରେ ଉଭୟ ନିଜ ବିବାଦ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ତେବେ ପରବର୍ତ୍ତୀ ସମୟ ରେ ଉଭୟ ନିଜ ବିବାଦ ର ସମାଧାନ ପାଇଁ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ସମାଧାନ ହୋଇନାହିଁ । ତେବେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ଏହି ଭିଡିଓ ଟି ଅନୁଭବ ନିଜେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ । ତେବେ ଏହି ଭିଡିଓ ରେ ଅନୁଭବ ଓ ବର୍ଷା ଝ-ଗ-ଡା ହେଉଥିବାର ଦେଖିବାକୁ ମିଳିଛି , ତେବେ ଝ-ଗ-ଡା ହେବା ର କାରଣ ବର୍ତ୍ତମାନ ସମୟ ରେ ସ୍ପଷ୍ଟ ଭାବେ ଜଣା ପଡି ନହିଁ କିନ୍ତୁ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *