Breaking News

Tapaswini ଓ Sumit ଙ୍କ ସମ୍ପର୍କ କୁ ନେଇ ହେଲା ବହୁତ ବଡ ଖୁଲାସା, ସାମ୍ନାକୁ ଆସିଲା ଏକ ଏମିତି କଥା ଦେଖିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତପସ୍ଵିନୀ ଓ ସୁମିତ ଙ୍କୁ ନେଇ ଆସିଲା ବଡ ଖବର , ତପସ୍ଵିନୀ ଙ୍କ ସବୁ କିଛି ଅଭିନୟ ଧରା ପଡି ଯାଉଛି ଏହି ଭିଡିଓ ରୁ , ଏହି ଭିଡିଓ ରେ ସୁମିତ ଙ୍କୁ ଧ-ମ-କ ଦେଉଛନ୍ତି ତପସ୍ଵିନୀ । ତାହେଲେ ବନ୍ଧୁଗଣ ଏହି ଭିଡିଓ ରୁ ଦେଖିବାକୁ ମିଳିଛି ଯେ ତପସ୍ଵିନୀ କାହା ସହିତ ଚାଟ କରୁଥିଲେ ପଚାରିଥିଲେ ଓ କହିଥିଲେ ମୋ ଫଟୋ କଣ ପାଇଁ ଅନ୍ୟ ଜଣକ ପାଖ କୁ ଛାଡିଲ ତେବେ ଏହା ଉତ୍ତର ରେ ତପସ୍ଵିନୀ କହୁଛନ୍ତି ଯେ ମୋ ଫଟୋ ଛାଡୁଥିଲି ତମ ଫଟୋ ନୁହେଁ ।


ତେବେ ଏହା ପରେ ସୁମିତ ତପସ୍ଵିନୀ ଙ୍କୁ କହିଥିଲେ ଯେ ଏହି ସଞ୍ଜିତ ବାରିକ କିଏ , ତେବେ ଏହାରି ପ୍ରଶ୍ନ ରେ ତପସ୍ଵିନୀ ପ୍ରତିକ୍ରିୟା ଦେଇଥିଲେ ଯେ ତମେ ଏତେ ଫାଲ୍ତୁ ଲୋକ ବୋଲି ମୁଁ ଜାଣି ନଥିଲି । ତୁ ମୋତେ 8 ଲକ୍ଷ ଟଙ୍କା ଦେବୁ ଛାଡପତ୍ର ଦେବୁ ଓ ତା ପରେ ତୁ ତୋ ବାଟ ଚାଲିଯିବୁ ମୁଁ ମୋ ବାଟ ରେ ଚାଲିଜୀବୀ । ତେବେ ଏହି ଭଳି ଅନେକ କ-ଡା କଥା ଓ ଅ-ଶ୍ଳୀ-ଳ କଥା କହି ଯାଉଛନ୍ତି ତପସ୍ଵିନୀ ଯାହାକି ଆପଣ ମାନେ ନିଶ୍ଚୟ ଦେଖୁ ପାରୁଥିବେ ।

ତାହେଲେ ବନ୍ଧୁଗଣ ଏହି ଭିଡିଓ ରେ ତପସ୍ଵିନୀ କହିଛନ୍ତି ସୁମିତ କୁ ଯେ ମୁଁ ଲାଇଫ କୁ ନ-ଷ୍ଟ କରିଦେବୀ , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଯେଉଁ ଭଳି ତପସ୍ଵିନୀ ନିଜ ଅଧିକାର ପାଇଁ କା-ନ୍ଦି କା-ନ୍ଦି ସୁମିତ ଙ୍କ ପରିବାର ବିଷୟ ରେ ଅନେକ କିଛି କହୁଛନ୍ତି ଗଣ ମାଧ୍ୟମ ନିକଟ ରେ କିନ୍ତୁ ଏହା ଋ ଭିତରେ ସୁମିତ ଙ୍କ ଦେହ ଖ-ରା-ପ ଥିବାରୁ ସେ ଏକ ଅଡିଓ କରି ସୋସିଆଲ ମିଡିଆ ରେ ଜଣାଇଥିଲେ ।


ତେବେ ବର୍ତ୍ତମାନ ସମୟ ରେ ଏହି ଭିଡିଓ ଟି କୁ ଦେଖିବା ପରେ ଓଡିଶା ବାସୀ ମାନେ ସ-ନ୍ଦେ-ହ ଘେର ରେ ରହିଛନ୍ତି ଓ ଧୀରେ ଧୀରେ ତପସ୍ଵିନୀ ଙ୍କ ଠାରୁ ବିଶ୍ବାସ ଉଠାଉ ଛନ୍ତି ବୋଲି ଦେଖିବାକୁ ମିଳିଛି , ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.