Breaking News

ତପସ୍ଵିନୀ (Tapaswini) ସୁମିତ ଙ୍କ ଘର ଆଗରେ ଚୁଲି ରେ ରୋଷେଇ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସାରା ରାଜ୍ୟ ରେ ଗୋଟିଏ ବିବାଦ ବେସ ଚର୍ଚ୍ଚା ରେ ଅଛି ଓ ଏହି ବିବାଦ ଟି ହେଉଛି ତପସ୍ଵିନୀ ଓ ସୁମିତ ଙ୍କ ବିବାଦ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଘଟଣା ବିଷୟ ରେ , ତେବେ ତପସ୍ଵିନୀ ନିଜ ସ୍ତ୍ରୀ ଅଧିକାର ପାଇବାକୁ ଯାଇ ନିଜ ଶଶୁର ଘର ଆଗ ସାମ୍ନା ରେ ନିଜ ଧାରଣା ରେ ବସିଥିଲେ । ତେବେ ଉଭୟ ଙ୍କ ବିବାଦ କୋର୍ଟ ଯିବା ପରେ ,

କୋର୍ଟ ଉଭୟ ଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ 7 ଦିନ ପର୍ଯ୍ୟନ୍ତ ଉଭୟ ଗୋଟିଏ ଘରେ ଏକାଠି ହୋଇ ରହିବେ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ 7 ଦିନ ପର୍ଯ୍ୟନ୍ତ ଉଭୟ ରହିବା ପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲା ଯେ ଉଭୟ ଏକାଠି ହୋଇ ରହିବେ ଏକ ଭଡା ଘରେ , ତେବେ କୋର୍ଟ ଏହି ନିର୍ଦେଶ ଦେବା ପରେ ସୁମିତ କେଉଁ ଆଡେ ପଳାଇ ଯାଇ ଥିଲେ ।

ତାହେଲେ ବନ୍ଧୁଗଣ ସୁମିତ ଯିବା ପରେ ତପସ୍ଵିନୀ ଗେଷ୍ଟହାଉସ ରୁ ନିଜ ଜିନିଷ ଆଣି ପୁଣି ସୁମିତ ଙ୍କ ଘର କୁ ଆସିଥିଲେ ଓ ତାଙ୍କ ଘର ସାମ୍ନା ରେ ରହି ଥିଲେ ଓ ନିଜ ଧାରଣା ରେ ରହିଥିଲେ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତପସ୍ଵିନୀ ସୁମିତ ଙ୍କ ଘର ସାମ୍ନା ରେ ରୋଷେଇ କରୁଥିବା ର ଦେଖିବାକୁ ମିଳିଛି ।

ତାହେଲେ ବନ୍ଧୁଗଣ ତପସ୍ଵିନୀ ଗଣ ମାଧ୍ୟମ ନିକଟ ରେ ନିଜ ପ୍ରତିକ୍ରିୟା ରଖିଥିଲେ ଯେ ବାହାର ଜିନିଷ ଖାଇବା ପରେ ତାଙ୍କ ଦେହ ଅସୁସ୍ଥ ହୋଇଯାଉଛି ଓ ସେଥିପାଇଁ ସେ ରୋଷେଇ କରୁଛନ୍ତି ଚୁଲି ଓ କାଠ ମାଧ୍ୟମ ରେ , ତେବେ ଏହି ରୋଷେଇ ରେ ତପସ୍ଵିନୀ ଭାତ ଓ ଡାଲି କରୁଛନ୍ତି , ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.