Breaking News

ପ୍ରଥମ ଥର ଦେଖନ୍ତୁ ସମ୍ପୂର୍ଣା ଲକ୍ଷ୍ମୀର ଚଳିତ ବର୍ଷର ବିଜେତା ଶୁଭଲଗ୍ନା ପାଣିଗ୍ରାହୀ (Subhalagna Panigrahi) ଙ୍କ ପରିବାର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଏ ଅନେକ ରିଆଲିଟି ସୋ ରହିଛି , ତେବେ ଏହି ରିଆଲିଟି ସୋ ରେ ଅନେକ ପ୍ରତିଭା ମାନେ ଯୋଗ ଦେଇ ଥାନ୍ତି ଓ ନିଜ ଜବରଦସ୍ତ ପ୍ରଦର୍ଶନ ଦେଖାଇ ଆଗ କୁ ଉତ୍ତିର୍ଣ ହୋଇ ଏହି ରିଆଲିଟି ସୋ ର ବିଜେତା ହୋଇଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସିଦ୍ଧାର୍ଥ ଟିଭି ରେ ଏକ ରିଆଲିଟି ସୋ ପ୍ରସ୍ତୁତ ହୋଇଥିଲା ଓ ଯାହାର ନାମ ଥିଲା ସଂପୂର୍ଣ୍ଣ ଲକ୍ଷ୍ମୀ ।


ତାହେଲେ ବନ୍ଧୁଗଣ ଏହି ରିଆଲିଟି ସୋ ରେ କେବଳ ବିବାହିତ ମହିଳା ମାନେ ଯୋଗ ଦେଇଥିଲେ , ତେବେ ବହୁ ପରିମାଣ ରେ ଓଡିଆ ବୋହୁ ଯୋଗ ଦେଇଥିଲେ କିନ୍ତୁ ସେସ ପର୍ଯ୍ୟାୟ ରେ ଶୁଭଲଗ୍ନା ପାଣିଗ୍ରାହୀ ବିଜେତା ହୋଇଥିଲେ । ତାହେଲେ ଆଜି ଆମେ ଶୁଭଲଗ୍ନା ଙ୍କ ବିଷୟ ରେ ସବୁକିଛି ଜାଣିବା , ତାହେଲେ ଆସନ୍ତୁ ଜାଣିବା । ତାହେଲେ ବନ୍ଧୁଗଣ ଶୁଭଲଗ୍ନ ଙ୍କ ପ୍ରକୃତ ଘର ହେଉଛି ବାଲେଶ୍ଵର ଜିଲ୍ଲା ରେ ।


ତେବେ ଶୁଭଲଗ୍ନା ଫକିର ମୋହନ ୟୁନିଭର୍ସିଟି ରୁ ତାଙ୍କ ଗ୍ରାଜୁଏସନ ସଂପୂର୍ଣ୍ଣ କରିଥିଲେ , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଶୁଭଲଗ୍ନା ନିଜ ସ୍ଵାମୀ,ବାପା,ମା ଓ ଭଉଣୀ ଙ୍କ ସହ ରହୁଛନ୍ତି , ତେବେ ଶୁଭଲଗ୍ନା ଙ୍କ ମା ଏନକେ ନାମ ହେଉଛି ନେବିଦିତା ପାଣିଗ୍ରାହୀ ଓ ଶୁଭଲଗ୍ନା ଙ୍କ ଭଉଣୀ ଙ୍କ ନାମ ହେଉଛି ଅନନ୍ୟା ପାଣିଗ୍ରାହୀ ,ତେବେ ଶୁଭଲଗ୍ନା ନିଜ ଭଉଣୀ କୁ ବହୁତ ଭଲ ପାଇଥାନ୍ତି ।


ତେବେ ବନ୍ଧୁଗଣ ଶୁଭଲଗ୍ନା 2019 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ସୁଧାଂଶୁ ଶେଖର ପଣ୍ଡା । ତହଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଶୁଭଲଗ୍ନା ବିଜେତା ହେବା ପରେ ସୋସିଆଲ ମିଡ଼ିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.