Breaking News

ମାଳିକାରେ ମିଳିଲା ବଡ ପ୍ରମାଣ, ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଏହି ଲୋକପ୍ରିୟ ମହିଳା, ଜାଣନ୍ତୁ ସେ କିଏ ?

ଦର୍ଶକ ବନ୍ଧୁ ଆପଣ ମନେ ଜାଣିଥିବେ ଯେ ଆଜି କୁ ପ୍ରାୟ 600 ବର୍ଷ ପୂର୍ବେ ମହା ପୁରୁଷ ମାନେ ଆଗାମୀ ଭବିଷ୍ୟତ ରେ ଘଟି ଯାଉଥିବା ଅଘଟଣ ଗୁଡିକୁ ମାଳିକା ରେ ଉଲ୍ଲେଖ କରିଥିଲେ ବର୍ତ୍ତମାନ ସମୟ ର ଏହି ମଣିଷ ପାଇଁ , ତାହେଲେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏମିତି ଏକ କଥା କହିବୁ ଯାହା ମାଳିକା ରେ ଉଲ୍ଲେଖ ହୋଇଛି , ଆଗାମୀ 2024 ରେ ଓଡିଶା ର ମୁଖ୍ୟମନ୍ତ୍ରୀ ଜଣେ ମହିଳା ହେବା କୁ ଯାଉଛନ୍ତି ।

ଆଗାମୀ ଦିନ ମାନ ଙ୍କ ରେ ଓଡିଶା ର ମୁଖ୍ୟ ମନ୍ତ୍ରୀ ଜଣେ ମହିଳା ହେବା କୁ ଯାଉଛି ବୋଲି ମାଳିକା କହିଛି , ତାହେଲେ ବନ୍ଧୁଗଣ ଆପଣ ମନେ ଜାଣିଥିବେ ଯେ ମାଳିକା ର ସମସ୍ତ କଥା ସତ୍ୟ ହୋଇଛି ଓ ବର୍ତ୍ତମାନ ସମୟ ରେ ହେଉଛି ଓ ଆଗକୁ ମଧ୍ୟ ହେବ । ତାହେଲେ ବନ୍ଧୁଗଣ ଆପଣ ମନେ ଅନେକ କିଛି ପ୍ରମାଣ ପାଇ ସରିବେନି ଯେ ମାଳିକା ରେ ଉଲେଖ ହୋଇଥିଲା । କରୋନା ଠାରୁ ଧରିକି ପାହାଡ ରେ ପଦ୍ମ ଫୁଟିବା ପର୍ଯ୍ୟନ୍ତ ଅନେକ କିଛି ଆମେ ଦେଖିବାକୁ ପାଇଛେ ଯାହା କି ମାଳିକା ରେ କେବେ ଠାରୁ ଉଲ୍ଲେଖ ହୋଇଛି ।

ତେବେ ଠିକ ସେହିଭଳି 22 ବର୍ଷ ହେଲା ଶାସନ କରୁଥିବା ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଆଗାମୀ ଦିନ ମାନ ଙ୍କ ରେ ଏକ ମହିଳା ନବୀନ ପଟ୍ଟନାୟକ ଙ୍କୁ ହରାଇ ଦେବ । ତେବେ ସେ ନିଜ କ୍ଷମତା କୁ ଆସିବା ପରେ ଓଡିଶା ରେ ଅନେକ କମ୍ପାନୀ କାମ କରିବ ଓ ଟା ପରେ ଓଡିଶା ସବୁଠାରୁ ବନ୍ଦ ଧନୀ ହୋଇଯିବ ।

ମାଳିକା ରେ ଉଲ୍ଲେଖ ଅଛି ଯେ ଜଣେ ମହିଳା ଓଡିଶା ମୁଖ୍ୟ ମନ୍ତ୍ରୀ ହେଲେ ଓଡିଶା ଧନୀ ହେବ ଓ ଓଡିଶା ରେ କେହି ବି ଭିକାରି ହୋଇବେ ନହିଁ । ତେବେ ଓଡିଶା ରେ ନୂଆ ମୁଖ୍ୟ ମନ୍ତ୍ରୀ ହେବା ପରେ 1 ବର୍ଷ ପରେ ଭାରତ ଓ ଚୀନ ମଧ୍ୟ ରେ ତୃତୀୟ ବିଶ୍ଵ ଯୁଦ୍ଧ ହେବ ଓ ଭାରତ କୁ ସମସ୍ତେ ସାହାର୍ଯ୍ୟ କରିବେ ଯାହା ଫଳ ରେ କି ଚୀନ ପରାସ୍ତ ହୋଇଯିବ । ତେବେ ତୃତୀୟ ବିଶ୍ଵ ଯୁଦ୍ଧ ପରେ ଭାରତ ବିଜେତା ହେବା ପରେ ଓଡିଶା କୁ ବହୁତ କମ୍ପାନୀ ଗଠନ କରିବେ ଓ ତା ପରେ ଓଡିଶା ବହୁତ ଧନୀ ରାଜ୍ୟ ହୋଇଯିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ପାଣିରେ ଜଳୁଛି ଦୀପ !

ଭାରତରେ ରହିଥିବା ବିଭିନ୍ନ ଧର୍ମ ସ୍ଥାନ ଗୁଡିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି ସେଗୁଡିକର ପୌରାଣିକ ଗ୍ରନ୍ଥା ଓ ଚମତ୍କାରୀର ରହସ୍ୟ …

Leave a Reply

Your email address will not be published.