Breaking News

ପ୍ରଥମ ଥର ଦେଖନ୍ତୁ ସିଙ୍ଗର କୁଲଦୀପ (Kuldeep) ଓ ଇପ୍ସିତା (Ipseeta) ଙ୍କ ରିସେପସନ ର ଫୁଲ ଭିଡିଓ – ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅବେକ ଲୋକ ପ୍ରିୟ କଳାକାର ମାନେ ଅଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟକ କୁଳଦୀପ ପଟ୍ଟନାୟକ ଓ ଗାୟିକା ଇପ୍ସିତା ପଣ୍ଡା ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଗାୟକ ଓ ଗାୟିକା ମାନେ ନିଜ ଜବରଦସ୍ତ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଦୁଇ ଯୋଡି ଙ୍କ ସୁ ମଧୁର କଣ୍ଠ ରୁ ବହୁ ଗୁଡିଏ ନିଶ୍ଚିନ୍ତ ଭାବ ରେ ଦେଖିଥିବେ । ତାହେଲେ ବନ୍ଧୁଗଣ ଉଭୟ ଙ୍କ ଗୀତ ବେସ ହୃଦୟ ସ୍ପର୍ଶୀ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୁଳଦୀପ ଓ ଈପ୍ସିତା ଙ୍କ ବିବାହ ଅତି ନିକଟ ରେ ସରି ଯାଇଛି ଓ ଏହି ବିବାହ ଘର ଟି ବେସ ଧୁମଧାମ ରେ ହୋଇଥିଲା ଓ ବେସ ହସ ଖୁସି ରେ ସମ୍ପନ୍ନ ହୋଇଥିଲା । ତାହେଲେ ଆପଣ ମାନେ ନିଶ୍ଚୟ ଉଭୟ ଙ୍କ ବିବାହ ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ପାଇଥିବେ ।

ତେବେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ,  ଉଭୟ ଙ୍କ ରିଷେପ୍ସନ ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧମ ରେ ନିଶ୍ଚିନ୍ତ ଭାବେ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.