Breaking News

Tapaswini ଙ୍କ ପାଇଁ ବାହାରିଲେ ପଡୋଶୀ ମହିଳା ମାନେ, ମହିଳା ମାନେ ସୁମିତଙ୍କୁ କହିଲେ ଚୋ-ର ଭଳିଆ ଘରେ କଣ ପଶିଛୁ… – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଗତକାଲି ତପସ୍ଵିନୀ ସରକାର ଙ୍କ ଗେଷ୍ଟ ହାଉସ ଛାଡିବା ପରେ ସେଠାରୁ ନିଜର ସମସ୍ତ ଜିନିଷ ପତ୍ର ନେଇ ଆସିଛନ୍ତି , ତେବେ ଗତକାଲି କୋର୍ଟ ରେ ବି ତାଙ୍କ କେସ ର ଶୁଣାଣି ଥିଲା ଓ ତପସ୍ଵିନୀ କୋର୍ଟ ମଧ୍ୟ ଯାଇଥିଲେ , ତେବେ ବନ୍ଧୁଗଣ ତପସ୍ଵିନୀ ଗେଷ୍ଟହାଉସ ରୁ ବାହାରିବା ପରେ ପୁଣି ବ୍ରହ୍ମପୁର କୁ ଆସି ନିଜ ଧାରଣା ରେ ସୁମିତ ଘର ଗ ସାମ୍ନା ରେ ବସିଛନ୍ତି । ତାହେଲେ ବନ୍ଧୁଗଣ ଶୀତ ରାତି ରେ ସୁମିତ ଙ୍କ ଘର ଆଗ ସାମ୍ନା ରେ ତପସ୍ଵିନୀ ନିଜ ଧାରଣା ରେ ବସୁଥିବା ସମୟ ରେ ସୁମିତ ଙ୍କ ପଟ୍ଟା ମିଳୁନାହିଁ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତପସ୍ଵିନୀ ଓ ସୁମିତ ଏକ ଗେଷ୍ଟହାଉସ ରେ 7 ଦିନ ରହିବା ପରେ କୋର୍ଟ ନିର୍ଦ୍ଦେଶ ଥିଲା ସୁମିତ ଘରଭଡା ଖୋଜି ତପସ୍ଵିନୀ ଙ୍କ ସହ ରହିବେ ବୋଲି କିନ୍ତୁ ସୁମିତ ଘରୁ ଘରୁ ଲୁଚି ଲୁଚି କେଉଁ ଆଡେ ପଳାଇ ଯାଇ ଘର ଭଡା ଖୋଜୁଛନ୍ତି ବୋଲି କହୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସୁମିତ କେଉଁ ଠାରେ ରହିଛନ୍ତି କେହି ବି ଜାଣି ନାହାଁନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତପସ୍ଵିନୀ ଉପାୟ ଶୂନ୍ୟ ହୋଇ ପୁଣି ସୁମିତ ଘର ସାମ୍ନା ରେ ନିଜ ଧାରଣ ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଏହା ଋ ଭିତରେ ସୁମିତ ଘର ସାମ୍ନା ରେ ତପସ୍ଵିନୀ ବସିଥିବା ସମୟ ରେ ତପସ୍ଵିନୀ ଙ୍କୁ ସାହାର୍ଯ୍ୟ କରିବା ପାଇଁ ପାଖ ପଡୋଶୀ ମହିଳା ସାଥ ଦେଇଛନ୍ତି ,  ଓଡିଶା ବାସୀ ମଧ୍ୟ ତପସ୍ଵିନୀ ଙ୍କ ଷପୋର୍ଟ ରେ ଅଛନ୍ତି ଯାହାକି ଏକ ବଡ ର ଖବର ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେହି ପଡୋଶୀ ମହିଳା ମାନେ କହିଛନ୍ତି ତପସ୍ଵିନୀ ଙ୍କୁ ନ୍ୟାୟ ମିଳିବା ଦରକାର , ସମସ୍ତ ମହିଳା ମାନେ ଘରୁ ବାହାରି ସୁମିତ ର କବାଟ ଭାଙ୍ଗି ଘର କୁ ପସ , ଦେଖିବା ସେ କେମିତି ତାଲା ପକାଇ ରଖିବ । ସେ ବର୍ତ୍ତମାନ ସମୟ ରେ ତପସ୍ଵିନୀ ଙ୍କୁ ରଖିବା ପାଇଁ ବାଧ୍ୟ । ତାହେଲେ ମହିଳା ମାନେ କହିଛନ୍ତି ଯଦି ସୁମିତ ର ଦେହ ଖରାପ ହୋଇଛି ତଳେ ତପସ୍ଵିନୀ ଙ୍କୁ ଆଗ ଘର କୁ ନିଅ ଓ ପରେ ମେଡିକାଲ ରେ ଆଡ୍ମିସନ ହେଉ , ତେବେ ସବୁଠୁ ବଡ କଥା କହିଛନ୍ତି ଯେ ତୋ ବିଷୟ ରେ ସମସ୍ତେ ଜାଣି ସାରିଲେଣି ଆଉ ତୁ ଚୋର ଭଳି କଣ ଘର ଭିତରେ ଲୁଚିଛୁ । ତେବେ କହିଛନ୍ତି ଆଗ ରୁ କେବେ ବି ଦେହ ଅସୁସ୍ଥ ହୋଇ ନଥିଲା ବର୍ତ୍ତମାନ ହୋଇଗଲା ।

ତେବେ ମହିଳା ମାନେ ସମସ୍ତ ଙ୍କୁ କହିଛନ୍ତି ତପସ୍ଵିନୀ ପାଇଁ ଆଗ କୁ ଆସନ୍ତୁ , ଜଣେ ଡାକ୍ତର ହୋଇ ନିଜ ଇଚ୍ଛା ରେ ଶା-ରୀ-ରି-କ ସମ୍ପର୍କ ରଖି , ପରିବାର ର ବିନା ଅନୁମତି ରେ କୋର୍ଟ ମ୍ୟାରେଜ କରାଇ ପୁଣି ନିଜ ଇଚ୍ଛା ହେବା ରୁ ତପସ୍ଵିନୀ ଙ୍କୁ ଛାଡି ଦେଇଛି । ତେବେ କଣ ସେ ଦ୍ଵିତୀୟ ବିବାହ କରିବା ପାଇଁ ପ୍ଳାନ କରିଛନ୍ତି କି ଯଦି ସୁମିତ ସତ ରେ ନ୍ୟାୟ ରେ ଅଛନ୍ତି ତାହେଲେ ସର୍ବ ସମ୍ମୁଖ କୁ ନ ଆସି କାହିଁକି ଲୁଚି ବସିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *