Breaking News

ଆଶା ର ଆଲୋକ ରେ ମିହିର ଦାସ ଙ୍କ ବଦଳ ରେ ଆଉ ଜଣେ ଲୋକ ପ୍ରିୟ ଅଭିନେତା ଉପସ୍ଥାପକ ଭାବେ ନଜର ଆସିଲେ, ଜାଣନ୍ତୁ ସେ କିଏ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବିବାହ ପରେ ବହୁ ଦମ୍ପତ୍ତି ଅଛନ୍ତି ଯେଉଁ ମାନେ କି ବିବାହ ପରେ ନିଜ ବୈବାହିକ ଜୀବନ ଟି ଖୁସି ରେ କଟାଇବା ବଦଳ ରେ କିଛି ପାରିବାରିକ ବିବାଦ ବା ଦମ୍ପତ୍ତି ମାନ ଙ୍କ ଭିତରେ ଭୁଲ ବୁଝାମଣା ହୋଇ ଥିବାରୁ ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ତାହେଲେ ବନ୍ଧୁଗଣ ଏହି ଭଳି ଦମ୍ପତ୍ତି ମାନ ଙ୍କୁ ସେମାନ ଙ୍କ ର ସମାଧାନ କରିବା ପାଇଁ ସ୍ଵତନ୍ତ୍ର ଏକ ଏକ ରିଆଲିଟି ସୋ ପ୍ରସ୍ତୁତ ହୋଇଥିଲା ଯାହା ର ନାମ ଥିଲା ଆଶା ର ଆଲୋକ ।


ତାହେଲେ ବନ୍ଧୁଗଣ ଆସା ର ଆଲୋକ ରେ ଉପସ୍ଥାପକ ଭାବେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମିହିର ଦାସ ନଜର ଆସୁଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମିହିର ଦାସ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ସେ ବହୁସରା ଚଳଚିତ୍ର ରେ ଭିନ୍ନ ଚରିତ୍ର ରେ ନଜର ଆସିଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ଅଭିନୟ ଦୁନିଆ ରୁ ଦୂରେଇ ହୋଇଯିବା ପରେ ଆସା ର ଆଲୋକ ରେ ଉପସ୍ଥାପକ କାର୍ଯ୍ୟ କରିଥିଲେ । ତେବେ ମିହିର ଦାସ ତାଙ୍କ ଜୀବନ ରେ ଅନେକ ଦମ୍ପତ୍ତି ଙ୍କ ବିବାଦ କୁ ସମାଧାନ କରି ଉଭୟ ଙ୍କ ପୁନର୍ବାର ବିବାହ କରି ସେମାନ ଙ୍କ ବୈବାହିକ ସୁଖ କୁ ଫେରାଇଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଆସା ର ଆଲୋକ ରେ ମିହିର ଦାସ ଙ୍କ ବଦଳ ରେ ଆଉ ଜଣେ ଲୋକ ପ୍ରିୟ ଅଭିନେତା ଉପସ୍ଥାପକ ଭାବେ ନଜର ଆସୁଛନ୍ତି ଓ ଏହି ଅଭିନେତା ଜଣକ ହେଉଛନ୍ତି ସୁକାନ୍ତ ରଥ , ତେବେ ସୁକାନ୍ତ ରଥ ନିଜ ଜବରଦସ୍ତ ଅଭିନୟ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ॥ ତେବେ ବର୍ତ୍ତମାନ ସମୟ ରେ ସୁକାନ୍ତ ରଥ ଉପସ୍ଥାପକ ଭାବେ ନଜର ଆସୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *