Breaking News

ଓଡିଶାର ଲୋକପ୍ରିୟ ଗୀତ ରଙ୍ଗବୀତ ଗୀତରେ Saswat Joshi ଙ୍କ ସହିତ ନାଚିଲେ ବଲିଓଡ ଷ୍ଟାର Govinda – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଅଭିନୟ ଜଗତ ରେ ଅଭିନୟ ବେସ ଲୋକ ପ୍ରିୟ ହୋଇ ପାରିଛି , ତେବେ ଏହି ଅଭିନୟ ରେ ଲୋକ ମାନ ଙ୍କ ର ମନୋରଞ୍ଜନ ପାଇଁ ବିଭିନ୍ନ ଭାଷା ଭିନ୍ନ ଇଣ୍ଡଷ୍ଟ୍ରି ରହିଅଛି ,  ଯେମିତି ବଲିଉଡ , ହଲିଉଡ, ତାମିଲ ଓ ଓଡିଆ ଇଣ୍ଡଷ୍ଟ୍ରି ଭଳି ଅନେକ ପ୍ରକାର ଇଣ୍ଡଷ୍ଟ୍ରି ରହିଛି । ତାହେଲେ ବନ୍ଧୁଗଣ ଏହି ଇଣ୍ଡଷ୍ଟ୍ରି ମାନ ଙ୍କ ମଧ୍ୟ ରୁ ବେସ ଲୋକ ପ୍ରିୟ ହେଉଛି ବଲିଉଡ ଇଣ୍ଡଷ୍ଟ୍ରି ।


ବଲିଉଡ ଇଣ୍ଡଷ୍ଟ୍ରି ରେ ସଦା ସର୍ବଦା ଗୋଟିଏ ଚଳଚିତ୍ର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ତେବେ ବନ୍ଧୁଗଣ ବଲିଉଡ ସମସ୍ତ ଚଳଚିତ୍ର କୁ ଦେଖିବା ପାଇଁ ଦର୍ଶକ ମାନେ ବେସ ଇଚ୍ଛୁକ ଥାନ୍ତି । ତେବେ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରି ର ସମସ୍ତ ସୁପର ଷ୍ଟାର ବା ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ବେସ ଭଲ ଭାବ ରେ ଜାଣିଥିବେ ।

ତେବେ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବା ସହିତ ସରା ଦେଶ ରେ ବେସ ପରିଚିତ । । ତାହେଲେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ନିଜ ଜବରଦସ୍ତ ଅଭିନୟ ସହିତ ନିଜ ନାଚ ପାଇଁ ବେସ ପରିଚିତ, ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତା ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ସୁପର ଷ୍ଟାର ଗୋବିନ୍ଦା । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଙ୍କ ବହୁସରା ହିନ୍ଦୀ ଚଳଚିତ୍ର ଦେଖିଥିବେ ।


ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ଓ ନିଜ ନାଚ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ଏହି ଅଭିନେତା ଙ୍କ ନାଚ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଥାଏ ଓ ଦର୍ଶାଅ ମାନେ ମଧ୍ୟ ତାଙ୍କ ନାଚ ଦେଖିବାକୁ ବେସ ଇଚ୍ଛୁକ ଥାନ୍ତି । ତାହେଲେ ବନ୍ଧୁଗଣ ବଲିଉଡ ଏହି ଲୋକ ପ୍ରିୟ ଅଭିନେତା ଜଣକ ଗତ କିଛି ମାସ ତଳେ ଆମ ଓଡିଶା କୁ ଆସିଥିଲେ ।

ଓଡିଶା ଆସିବା ପରେ ସେ ଏକ ରିଆଲିଟି ସୋ ରେ ମୁଖ୍ୟ ଅତିଥି ଭାବେ ନଜର ଆସିଥିଲେ ଓ ଏହି ରିଆଲିଟି ସୋ ର ନାମ ଥିଲା ଡ୍ୟାନ୍ସ ଓଡିଶା ଡ୍ୟାନ୍ସ । ତେବେ ଏହି ରିଆଲିଟି ସୋ ରେ ଅଭିନେତା ଗୋବିନ୍ଦା ବହୁ ସାରା ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି ଓ ସେସ ରେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ସହ ରଙ୍ଗବତୀ ଗୀତ ରେ ଜବରଦସ୍ତ ନାଚ କରୁଥିଲେ । ତେବେ ବର୍ତ୍ତମାନ ସମୟ ରେ ଏହି ନାଚ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.