Breaking News

ପ୍ରଥମ ଥର ପାଇଁ ଜାଣନ୍ତୁ ଯାତ୍ରା ସୁପର ଷ୍ଟାର କାବେରୀ ପାଢୀ (Kaberi Padhi) ଙ୍କ ପ୍ରେମ କାହାଣୀ, ସ୍ଵାମୀ ତାଙ୍କ ଅଭିନୟ ଦେଖି ପ୍ରେମରେ ପଡି ଯାଇଥିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଜଣେ ଏମିତି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଓଡିଆ ଯାତ୍ରା ରେ ନିଜର ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ଏହି ଅଭିନେତ୍ରୀ ଜଣକ ପ୍ରେମ ସବାରି ରେ ସେ ପ୍ରୀତି ନାୟିକା । ହଁ ବନ୍ଧୁ ଇଏ ସେଇ ସୁନା ଝିଅ ଶିବାନୀ ଯାହାଙ୍କ ଜୀବନ ଓ ପ୍ରେମ କୌଣସି ଯାତ୍ରା ବା ସିନେମା କାହାଣୀ ଠାରୁ କମ ନୁହେଁ ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଜଲିଉଡ ର ସୁନ୍ଦରୀ ନାୟିକା କାବେରୀ ପାଢି । ତାହେଲେ ବନ୍ଧୁଗଣ ଯାତ୍ରା ପ୍ରେମୀ ମାନେ ଏହି ଅଭିନେତ୍ରୀ ଙ୍କ ଅଭିନୟ ଦେଖିବା ପାଇଁ ଆଗ ଧାଡି ଟିକେଟ କାଟି ରାତି ଅନିଦ୍ରା ହୋଇଥାନ୍ତି । ତେବେ ଅନୁଗୁଳ ରେ ଦୂର୍ଗା ପୂଜା ରେ ପଡିଆ ରେ ଖେଳୁଥିଲା ଗୌରି ଗଣନାଟ୍ୟ ।


ତେବେ ସାଙ୍ଗ ମାନ ଙ୍କ ସହ ଗୌରି ଗଣନାଟ୍ୟ ଦେଖିବା ପାଇଁ ଆସିଥିଲେ ସୁଶାନ୍ତ ପାଢି ଓ ବସିଥିଲେ ଆଗ ଧାଡି ରେ । ତେବେ ମଞ୍ଚ କୁ କାବେରୀ ଆସିବା ପରେ ସୁଶାନ୍ତ ଙ୍କୁ କିମିଆ କରିଥିଲେ ଓ ସେହି ପ୍ରଥମ ଦେଖା ରେ । ଯାତ୍ରା ସାରିଲା ଯାତ୍ରା ଦଳ ପଳାଇ ଗଲେ ନିଜ ବାଟ ରେ ତେବେ ସୁଶାନ୍ତ ମନ ରେ କାବେରୀ ରହିଗଲେ ଓ ସେ କାବେରୀ ଙ୍କୁ ମନେ ମନେ ଭଲ ପାଇ ବସିଲେ ।


ତେବେ ପ୍ରଥମ ଦେଖା ପରେ ଆଉ କାବେରୀ ଙ୍କୁ ଦେଖି ନଥିଲେ ସୁଶାନ୍ତ , ତେବେ 5 ବର୍ଷ ପରେ ଦେଖିଲେ ସେହି ସ୍ଥାନ ରେ ଶିବାନୀ ଗଣନାଟ୍ୟ ରେ କାବେରୀ ଙ୍କୁ । ତେବେ ସୁଶାନ୍ତ ତାଙ୍କୁ ଦେଖା କରିବା ମନ ରେ ସାହସ ବାନ୍ଧି ଥିଲେ ଓ ପରେ ବରିଷ୍ଠ କଳାକାର ଗୌରାଙ୍ଗ ସେନାପତି ଙ୍କ ସହଯୋଗ ରେ କାବେରୀ ଙ୍କୁ ଭେଟିଲେ ସୁଶାନ୍ତ ।

ତେବେ ସୁଶାନ୍ତ କାବେରୀ ଙ୍କ ପାଇଁ ଏକ ଉପହାର ନେଇଥିଲେ ଓ ଏହି ଉପହାର ରେ ଥିଲା କିଛି ଚକୋଲେଟ ,ଫୋନ ନମ୍ବର ଓ ପ୍ରେମୀ ଯୁଗଲ ଙ୍କ ପ୍ରତିମୂର୍ତ୍ତି । ତେବେ ପରେ ପରେ ଉଭୟ ଙ୍କ ଭପ ପାଇବା ଆରମ୍ଭ ହୋଇଯାଇଥିଲା । ତାହେଲେ ପରିବାର ଲୋକ ଙ୍କୁ ଛାଡି ନିଜ ପ୍ରେମିକା କୁ ପାଇବା ପାଇଁ ଘର ଛାଡି ପଳାଇ ଆସିଲେ ସୁଶାନ୍ତ , ତାହେଲେ ବନ୍ଧୁଗଣ ଆପଣ ମନେ ଜାଣିଥିବେ ଆମର ଏହି ପେଜ ରେ ସେହି ବିଷୟ ରେ ସଂପୂର୍ଣ୍ଣ ଭାବେ ଜାଣିଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *