Breaking News

କରୋନା ର ନୂଆ ଭାରିଏଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଚି, ଫୁଣି ପୂର୍ବପରି ହୋଇପାରେ ଲକଡାଉନ ଓ ସଟଡାଉନ!

ଦର୍ଶକ ବନ୍ଧୁ ପୁଣି ଭୟ ଦେଖାଇଲା କରୋନା , ବର୍ତ୍ତମାନ୍ ସମୟ ରେ ବିଶ୍ଵ ର ୭୦ ଦେଶ ରେ କରୋନା ନୁଆ ଭାରିଏଣ୍ଟ ଓମ୍ରିକନ । ତାହେଲେ ବନ୍ଧୁଗଣ ଏହା ଧୀରେ ଧୀରେ ସମଗ୍ର ବିଶ୍ଵ ରେ ନିଜ କାୟା ବିସ୍ତାର କରୁଛି । ତେବେ ବର୍ତ୍ତମାନ୍ ସମୟ ରେ ଓମ୍ରିକନ୍ କୁ ନେଇ ଭ-ୟ-ବି-ତ୍ ହୋଇ ଯାଇଛନ୍ତି ଭାରତ ର ଲୋକ ।


ଜିବନ ଜୀବିକା କୁ ନେଇ ବର୍ତ୍ତମାନ୍ ସମୟ ରେ ସମସ୍ତେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ବିଶେଷଜ୍ଞ ମାନେ କହିଛନ୍ତି ଯେ ଜାନୁୟାରୀ ମାସ ରେ ଓମ୍ରିକନ ତାର ଭୟଙ୍କର ରୂପ ଦେଖାଇବ । ତେବେ ମୃତ୍ୟୁ ସଂଖ୍ୟା ଓ ସଂ-କ୍ର-ମି-ତ ଙ୍କ ବୃଦ୍ଧି ପାଇଲେ ପୁଣି ତାଲା ବନ୍ଦ ହେବ ଦେଶ ରେ ।


ତେବେ ଓମ୍ରିକନ ବେସ ଦୃତ ବେଗ ରେ ସମସ୍ତ ଙ୍କୁ ସଂ-କ୍ର-ମି-ତ କରାଉଛି ବୋଲି ସତର୍କ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଘଠନ ।ତେବେ ବର୍ତ୍ତମାନ ସମୟ ରେ ବିଶ୍ବ ର ୭୯ ଦେଶ କୁ ଛୁଇଁ ସାରିଲାଣି କରୋନା ଓ ଯାହା ଫଲ ରେ କି ତାଲା ବନ୍ଦ ହେବା ର ସମ୍ଭାବନା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୁଚନା ଦେଇଛି ।

ତେବେ ଓମ୍ରିକନ ନୂଆ ଭାରିଏନ ପାଇଁ icmr ଏକ ସ୍ବତନ୍ତ୍ର ସ୍ପେଶିଆଲ କିଟ୍ ପ୍ରସ୍ତୁତ କରି ସାରିଛି ଓ ଏହା ଆସନ୍ତା ସପ୍ତାହ ମଧ୍ୟ ରେ ବଜାର ରେ ଉପଲବ୍ଧ ହୋଇ ପାରେ ବୋଲି ସୁଚନା ଦେଇଛି ।ତେବେ ଏହା ଫଳ ରେ ୨ ଘଣ୍ଟା ମଧ୍ୟରେ ଓମ୍ରିକନ୍ ରେ ସଂ-କ୍ର-ମି-ତ ହୋଇ ଥିବା ବ୍ୟକ୍ତି ଚିହ୍ନଟ ହୋଇ ପାରିବେ ।

ତେବେ ବର୍ତ୍ତମାନ ସମୟ ରେ ଭାରତ ରେ ୧୦ ଟି ରାଜ୍ୟ ରେ ଓମ୍ରିକନ ଚିହ୍ନଟ ହୋଇ ସାରିଛି । ତେବେ ବର୍ତ୍ତମାନ ସମୟ ରେ ଓମ୍ରିକନ ଙ୍କ ସଂଖ୍ୟା ୧୦୦ ପାର୍ ହୋଇ ସାରିଲାଣି । ତେବେ ଜାନୁୟାରୀ ମାସ ରେ ସେ ତାର ଉଗ୍ର ରୂପ ଦେଖାଇବ ବୋଲି ବିଶେଷଜ୍ଞ କହିଛନ୍ତି । ତାହାଲେ ଭାରତ ଲୋକ ମାନେ ଓମ୍ରିକନ କୁ ନେଇ ଯେତିକି ଭୟବିତହେଉ ନାହାଁନ୍ତି ଜୀଵନ ଜୀବିକା କୁ ନେଇ ସେତିକି ଚିନ୍ତା ରେ ଅଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *