Breaking News

ଉର୍ବୀଙ୍କୁ (Sucharita Swain) ସାଇକେଲରେ ବସେଇ ବୁଲେଇଲେ ସିରିଏଲର ମିଠୁ (Linkun) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଧାରାବାହିକ ବେସ ଲୋକ ପ୍ରିୟ ହୋଇ ପାରିଛି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଧାରାବାହିକ ରେ ବହୁ ଗୁଡିଏ ଧାରାବାହିକ ପ୍ରସାରିତ ହେଉଛି ଓ ଏହି ଧାରାବାହିକ ବହୁ ଅଭିନେତା ଓ ଅଭିନେତା ମାନେ ନଜର ଆସିଛନ୍ତି ।

ତାହେଲେ ବନ୍ଧୁଗଣ ଯଦି ଏହି ସମସ୍ତ ଧାରାବାହିକ କେବଳ ଲୋକ ପ୍ରିୟ ହୋଇ ପାରିଛି ତ କେବଳ ସେହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ପାଇଁ । ତାହେଲେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ପାଇଁ ଧାରାବାହିକ ଗୁଡିକ ବେସ ଲୋକ ପ୍ରିୟ ହୋଇପାରିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଓ ନିଜ ଭିଡିଓ କୁ ନେଇ ବେଶ୍ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି ।


ତେବେ ବର୍ତ୍ତମାନ୍ ସମୟ ରେ ସେହିଭଳି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବେସ୍ ଚର୍ଚ୍ଚା ରେ ଅଛନ୍ତି ତାହେଲେ ଆସନ୍ତୁ ଜାଣିବା ଏହି ଅଭିନେତା ଓ ଅଭିନେତ୍ରୀ ଜଣକ କିଏ ଓ ସେମାନ ଙ୍କ କେଉଁ ଭିଡିଓ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ତାହାଲେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ମିଠୁ ଏବଂ ଊର୍ବି । ତେବେ ଆପଣ ମାନେ ଏହି ଅଭିନେତା ଓ ଅଭିନେତ୍ରୀ ଙ୍କୁ ସିନ୍ଦୂର ର ଅଧିକାର ରେ ଅଭିନୟ କରୁ ଥିବାର ଆପଣ ମାନେ ଦେଖିଥିବେ । ତାହେଲେ ଆପଣ ମାନେ ଉଭୟ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।

ତେବେ ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ପରିମାଣ ଭାଇରାଲ ହେବା ରେ ଲାଗିଛି । ହଁ ବନ୍ଧୁ ଏହି ଭିଡିଓ ରେ ମୀଠୁ ସାଇକେଲ ଚଳାଉଥିବା ସମୟ ରେ ସାଇକେଲ ଆଗ ସାମ୍ନା ରେ ଊର୍ବୀ ବସି ମଜା ନେଉଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *