Breaking News

Tapaswini କରିଲେ ମହାଖୁଲାସା? ସତ ରେ କଣ ମନ୍ତ୍ରୀଙ୍କ ଝିଅଙ୍କୁ ବିବାହ କରିବେ Sumit ? ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ତପସ୍ଵିନୀ ଓ ସୁମିତ ମାମଲା ରେ ଗୋଟିଏ ପରେ ଗୋଟିଏ ନୂଆ ଟ୍ଵିଷ୍ଟ ସାମ୍ନା କୁ ଆସିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୁମିତ ଗତ କିଛି ଦିନ ତଳେ ଏକ ଅଡିଓ ମେସେଜ ଛାଡିଥିଲେ । ତାହେଲେ ବନ୍ଧୁଗଣ ଏହି ଅଡିଓ ରେ ସୁମିତ ତପସ୍ଵିନୀ ଙ୍କ ସମସ୍ତ ତଥ୍ୟ କୁ ମିଛ ବୋଲି କହିଥିଲେ ଓ ସେ ଅସୁସ୍ଥ ଅଛନ୍ତି ବୋଲି କହିଥିଲେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଡ ଖବର ମିଳିଛି , ତପସ୍ଵିନୀ ଙ୍କୁ ରା-ସ୍ତା ରୁ ହଟାଇବା ପାଇଁ ପ୍ଳାନ ଚାଲିଛି ଓ ଯାହା ଫଳ ରେ ରେ ସୁମିତ ସେହି ମନ୍ତ୍ରୀ ଝିଅ ଙ୍କୁ ବିବାହ କରି ପାରିବ । ତେବେ ଏଠି ପାଇଁ ସୁମିତ ତପସ୍ଵିନୀ ଙ୍କୁ ଗ୍ରହଣ କରୁ ନାହାଁନ୍ତି ମାତ୍ର କିଛି ଟଙ୍କା ପ୍ର-ଲୋ-ଭ-ନ ରେ । ଧର୍ମ ସହିବ ନହିଁ ଆପଣ ଙ୍କୁ ଏମିତି କରୁଛନ୍ତି ।

କା-ନ୍ଦି କା-ନ୍ଦି କହୁଛନ୍ତି ଆଉ କେତେ ଦୁଃ-ଖ ଦେବ , ମୋ ନିଜ ଅଧିକାର ପାଇବା ପାଇଁ ମୁଁ ଦାଣ୍ଡ ରେ ସୋଇଲି,ଜଙ୍ଗଲ ରେ ସୋଇଲି ଭିକ ମାଗି ଖାଇଲି । କଣ ମୁଁ ମରିଗଲା ପରେ ଆପଣ ଶାନ୍ତି ହେବେ ଦୟା କରନ୍ତୁ ,ଦୟାକରି ମୋ ଜୀବନ କୁ ମାଟି କରନ୍ତୁ ନହିଁ ।  କା-ନ୍ଦି କା-ନ୍ଦି ଏମିତି କହିଲେ ଯାହା ଆପଣ ମାନେ ଶୁଣିଲେ ଏତେ ଅନ୍ୟାୟ ହେଉଛି ଜଣେ ମହିଳା ଙ୍କ ଉପରେ ଯାହା ମଣିଷ ଲିମିଟ ବାହାରେ , ତାହେଲେ ବନ୍ଧୁଗଣ ତପସ୍ଵିନୀ ଙ୍କ ର ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *