Breaking News

E-Shrama Card Update: କଣ ସତରେ ଏହି ତାରିଖରେ ଇ ଶ୍ରମ କାର୍ଡର ହିତାଧିକାରୀ ମାନଙ୍କୁ ମିଳିବ ଟଙ୍କା ?

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପ୍ରଧାନ ମନ୍ତ୍ରୀ ଙ୍କ ଅନେକ ଯୋଜନା ରହିଚ୍ଛି , ତେବେ ଏହି ଯୋଜନା ମଧ୍ୟ ରୁ ଏକ ଯୋଜନା ହେଉଛି ଇଶ୍ରମ ଯୋଜନା , ତାହେଲେ ବନ୍ଧୁଗଣ ଆପଣ ମାନେ ଇଶ୍ରମ କାର୍ଡ ବିଷୟ ରେ ଜାଣିଥିବେ ଓ ନିଶ୍ଚୟ ତିଆରି କରିଥିବେ , ଯଦି ଆପଣ ମାନେ ଇଶ୍ରମ କାର୍ଡ ତିଆରି କରି ନାହାଁନ୍ତି ତାହେଲେ ବର୍ତ୍ତମାନ ସମୟ ରେ କରି ନିଅନ୍ତୁ ।

ତାହେଲେ ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ ଯୋଜନା ରେ ସୋସିଆଲ ମିଡିଆ ରେ ଦେଖୁଥିବେ ଯେ ଇଶ୍ରମ କାର୍ଡ କୁ ନେଇ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ଇଶ୍ରମ ହିତାଧିକାରୀ ମାନେ 5 ହଜାର ଟଙ୍କା ରୁ 10 ହଜାର ଟଙ୍କା ପାଇବେ । ତାହେଲେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଇଶ୍ରମ କାର୍ଡ ଯୋଜନା କୁ ଆୟୁଷ୍ମାନ ଯୋଜନା ସହ ସଂଯୋଗ କରାଇ ସାରିଛନ୍ତି ।

ତେବେ ଏହି ଯୋଜନା ରେ ମାଗଣା ରେ ଚିକିତ୍ସା ମଧ୍ୟ ମିଳି ପାରିବ । ତେବେ ବର୍ତ୍ତମାନ ସମୟ ରେ ଆୟୁଷ୍ମାନ ଯୋଜନା ଓଡିଶା ରେ କାର୍ଯ୍ୟକାରୀ ହୋଇନାହିଁ ଓ ଯାହା ଫଳ ରେ ଏଥିରେ ଥିବା ସମସ୍ତ ସୁବିଧା ମିଳି ପାରିବ ନହିଁ । ତେବେ ଏଥିରେ 2 ଲକ୍ଷ ଟଙ୍କା ର ଜୀବନ ବୀମା ରାସୀ ରହୁଛି , ତେବେ ସୋସିଆଲ ମିଡିଆ ରେ ଇଶ୍ରମ କୁ ନେଇ ଦେଉଥିବା ସମସ୍ତ ତଥ୍ୟ ଭୁଲ ଅଟେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.