Breaking News

ସୁମିତ ଶେଷରେ ଏତେ ଦିନ ପରେ ମୁହଁ ଖୋଲିଲେ, ଏହା ପରେ ତପସ୍ଵିନୀ ଏମିତି କଥା କହିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆପଣ ମାନେ ଜାଣିଥିବେ ଯେ ଡାକ୍ତର ଙ୍କ ସୁମିତ ଙ୍କ ଭାଇରାଲ ଅଡିଓ କୁ ନେଇ ତପସ୍ଵିନୀ ଗଣ ମାଧ୍ୟମ ମାନ ଙ୍କ ରେ ସମ୍ମୁଖ ରେ ଗୋଟେ ଗୋଟେ କରି ପ୍ରତିକ୍ରିୟା ଦେଇଛନ୍ତି । ତେବେ ସୁମିତ କହିଥିଲେ ଯେ ଆମେ 7 ଦିନ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ସେହି ଭଳି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ନହିଁ ବୋଲି ସେ କହିଛନ୍ତି ।

ତେବେ ଏ ନେଇ ତପସ୍ଵିନୀ କହିଛନ୍ତି ଯେ କଣ ଗୋଟେ ଘର 7 ଦିନ ରହିଗଲେ ମଧ୍ୟ ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ସେ-କ୍ସ ରଖିଗଲେ ତାକୁ ସ୍ଵାମୀ ସ୍ତ୍ରୀ କୁହାଯିବ । ତେବେ ସମ୍ପର୍କ କହିଲେ ସ୍ଵାମୀ ସ୍ତ୍ରୀ ଭଲ ମନ୍ଦ ହେବ ଦୁଃ-ଖ ସାଥି ହେବା ଆଦି ଅନେକ କିଛି ଅଛି , ତେବେ ତପସ୍ଵିନୀ ଏହି ଭଳି କିଛି କହିଥିବା ସମୟ ରେ ସୁମିତ ଙ୍କ ପରିବାର କୁ ନେଇ ଯେଉଁ କଥା ତପସ୍ଵିନୀ କହିଥିଲେ ତାହାକୁ ନେଇ ସୁମିତ ତପସ୍ଵିନୀ ଙ୍କୁ ଲିମିଟ କ୍ରଶ କରୁଛନ୍ତି ବୋଲି କହିଥିଲେ ।

ତେବେ ଏହାର ଉତ୍ତର ତପସ୍ଵିନୀ ପ୍ରତିକ୍ରିୟା ରଖିଛନ୍ତି ଯେ କଣ ମୁଁ ଲି-ମି-ଟ କ୍ରଶ କଲି ତମେ କଣ ଲିମିଟ କ୍ରଶ କରିନ , ମୋତେ ତମେ ଭଲ ପାଇଲ , ବାପା ଙ୍କ ବୀନା ଅନୁମତି ରେ ରେଜିଷ୍ଟର ମ୍ୟାରେଜ କରିଥିଲ , ତେବେ ଏହି ଭଳି କିଛି କହିଥିବା ସମୟ ରେ ସବୁଠୁ ବଡ କଥା କହିଛନ୍ତି ଯେ ତପସ୍ଵିନୀ ଗ-ର୍ଭ-ବ-ତୀ ହେବା ର କଥା ଶୁଣି ତାଙ୍କୁ ଅପରଶେନ କରାଇ ଦେଇଥିଲେ ସୁମିତ । ତେବେ ଏଠି ସୁମିତ ନିଜ ଲିମିଟ କ୍ରଶ କରିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି । ତାହେଲେ ବନ୍ଧୁଗଣ ତପସ୍ଵିନୀ କେବେ ବି ହାର ମାଣିବେ ନହିଁ ଓ ସେ ନିଜ ସ୍ଵାମୀ ଙ୍କ ଅଧିକାର ନ ପାଇଲା ପର୍ଯ୍ୟନ୍ତ ସେ ଏମିତି ଲଢିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.