Breaking News

କେନ୍ଦ୍ର ସରକାରଙ୍କ ବହୁତ ବଡ ପଦକ୍ଷେପ, ୨୧ ପୂର୍ବରୁ ଝିଅଙ୍କ ବିବାହ ମନା, ନମାନିଲେ ଏମିତି ହେବ

ଦର୍ଶକ ବନ୍ଧୁ ବନ୍ଧୁ ବର୍ତ୍ତମାନ ସମୟ ରେ ଯୁବତୀ ମାନ ଙ୍କ ବିବାହ ଘର ବୟସ ପରିବର୍ତ୍ତନ ହେବା କୁ ଯାଉଛି , ବର୍ତ୍ତମାନ ସମୟ ରେ ଯୁ-ବ-ତୀ ମାନ ଙ୍କୁ 21 ବର୍ଷ ବୟସ ନ ହୋଇଥିଲେ ବିବାହ କରି ପାରିବେ ନହିଁ । ଏ ନେଇ କେନ୍ଦ୍ର କ୍ଯାବିନେଟ ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଯୁ-ବ-ତୀ ବିବାହ କରିବାକୁ ହେଲେ ତାଙ୍କୁ 21 ବର୍ଷ ହୋଇଥିବା ନିହାତି ଆବଶ୍ୟକ ।


ତାହେଲେ ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ 2020 ସ୍ଵାଧୀନତା ଅବସର ରେ ଝି-ଅ ପିଲା ଙ୍କ ବିବାହ ବୟସ ବଢାଇବାକୁ ନେଇ କହିଥିଲେ ଓ ସେଥିପାଇଁ 10 ଜଣିଆ ଟାସ୍କ ଫୋର୍ସ ଗଠନ କରିଥିଲେ । , ତେବେ ଏହି ଟିମ ସ୍କୁଲ କଲେଜ , ଆଇନ ବିଶେଷଜ୍ଞ ଏବଂ ନାଗରିକ ସଂଗଠନ ଗୁଡିକ ର ପରାମର୍ଶ ନେଇଥିଲେ ।

ତାହେଲେ ବନ୍ଧୁଗଣ 1978 ମସିହା ରେ ବିବାହ ଆଇନ ପରିବର୍ତ୍ତନ ହୋଇଥିଲା ଓ ଏହି ନୂଆ ବିବାହ ଆଇନ ରେ ସର୍ବନିମ୍ନ ବୟସ ସୀମା 15 ରୁ 18 ବର୍ଷ ରହିଥିଲା । ତାହେଲେ ବନ୍ଧୁଗଣ ୟୁନିଶେଫ ର ରିପୋର୍ଟ ଅନୁଯାୟୀ ଭରତ ରେ ପ୍ରତି ବର୍ଷ 15 ଲକ୍ଷ ଝିଅ 18 ବର୍ଷ ରୁ କମ ବୟସ ବିବାହ କରୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.