Breaking News

Wikipedia ରେ ମିହିର ଦାସ (Mihir Das) ଙ୍କୁ ନେଇ ଭୁ-ଲ ତଥ୍ୟ, ଓଡିଶା ସିନେମା କଳକାର ମାନେ କରିଲେ ଅ-ଭି-ଯୋ-ଗ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ମିହିର ଦାସ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବର୍ତ୍ତମାନ ମିହିର ଦାସ ଙ୍କୁ ନେଇ ଏକ ଖବର ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ତାହେଲେ ଆସନ୍ତୁ ଜାଣିବା ଏହି ଖବର ଟି କଣ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ମିହିର ଦାସ ଙ୍କ ବୟୋଗ୍ରାଫି କୁ ଭୁଲ ତଥ୍ୟ ଦେଇଛି ୱିକିପିଡିଆ । ତେବେ ଏହି ଖବର ଟି ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଏନେଇ ସମସ୍ତେ ଜାଣିବା ପରେ ମନ ରେ ଏକ ଦ୍ଵନ୍ଦ ଆସୁଛି ଯେ ଏହି ମିଛ ତଥ୍ୟ ଦେଲା କିଏ ଓ ୱିକିପିଡିଆ ରେ ମିହିର ଦାସ ଙ୍କ ମିଛ ବୟୋଗ୍ରାଫ କୁ ପୋଷ୍ଟ କରିଛି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଓ ଅଗଧାଡି ର ଅଭିନେତା ଭାବେ ମିହିର ଦାସ ବେସ ପରିଚିତ । ତାହେଲେ ଏହି ଅଭିନେତା ଜଣକ ସବୁ ଚରିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ଦୀର୍ଘ ବର୍ଷ ହେଲା ସେ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି । ତେବେ ତାଙ୍କ ଜନ୍ମ ଦିନ 1966 ମସିହା ଫେବ୍ରୁଆରି 17 ତାରିଖ ମୟୂରଭଞ୍ଜ ଜିଲ୍ଲା ରେ ଜନ୍ମ କରିଥିଲେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଏହି ଅଭିନେତା କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି ଓ ବର୍ତ୍ତମାନ ସମୟ ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସୁଛି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.