Breaking News

ପ୍ରଥମ ଥର ଅର୍ଚ୍ଚିତାଙ୍କ (Archita) ସହ ସବ୍ୟ (Sabyasachi) ତାଙ୍କ ଅଜା ଆଇଙ୍କ ସହ ମସ୍ତି କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି , ଯେଉଁମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତା ଓ ଅଭିନେତ୍ରୀ ମାନେ ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।


ତାହେଲେ ବନ୍ଧୁଗଣ ସେହିଭଳି ଯୋଡି ହେଉଛନ୍ତି ଅଭିନେତା ସବ୍ୟସଚି ଓ ଅଭିନେତ୍ରୀ ଅର୍ଚ୍ଚିତା । ତାହେଲେ ଆପଣ ମାନେ ସବ୍ୟଶଚି ଓ ଅର୍ଚିତା ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ଏହି ଦୁଇ ଯୋଡି ବହୁ ଗୁଡିଏ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ନିଜ ଅଭିନୟ ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘରେ ମଧ୍ୟ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଏହି ଦୁଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହ ପରେ ଉଭୟ ସାମାଜିକ କାମ କରୁଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଦୁଇ ଯୋଡି ନିଜ ଅଭିନୟ ପାଇଁ ଯେତିକି ଲୋକ ପ୍ରିୟ ହୋଇପାରିଥିଲେ ତା ଠାରୁ ଅଧିକ ଲୋକ ପ୍ରିୟ ହୋଇଛନ୍ତି ସାମାଜିକ କାମ କରି । ଏହି ଦୁଇ ଯୋଡି ବର୍ତ୍ତମାନ ସମୟ ରେ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫ ରେ ହିରୋ ହିରୋଇନ । ତାହେଲେ ଏହି ଦୁଇ ଯୋଡି ପ୍ରାୟତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତେବେ ବର୍ତ୍ତମା ନ ସମୟ ରେ ଏହି ଯୋଡି ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ତେବେ ଏହି ଭିଡିଓ ରେ ସବ୍ୟସଚି ଓ ଅର୍ଚ୍ଚିତା ଦୁହେଁ ଏକାଠି ହୋଇ ସବ୍ୟସଚି ଙ୍କ ଶାଶୁଘର କୁ ବୁଲିବାକୁ ଯାଇଛନ୍ତି ଓ ସେହିଠାରେ ନିଜ ଅଜା ଆଇ ଙ୍କ ସହିତ କିଛି ସମୟ ଅତି ବାହିତ କରିଥିଲେ , ତେବେ ସେହି ସମୟ ର ଦୃଶ୍ୟ ସବ୍ୟସଚି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.