Breaking News

ସିନ୍ଦୁରର ଅଧିକାର ଛାଡିବାକୁ ଯାଉଛନ୍ତିଏହି ସିରିଏଲ ର ଜଣେ ମୁଖ୍ୟ ଅଭିନେତା – ଜାଣନ୍ତୁ ସେ କିଏ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଧାରାବାହିକ ବେସ ଲୋକ ପ୍ରିୟ ହୋଇ ପାରିଛି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଧାରାବାହିକ ରେ ବହୁ ଗୁଡିଏ ଧାରାବାହିକ ପ୍ରସାରିତ ହେଉଛି ଓ ଏହି ଧାରାବାହିକ ଗୁଡିକ କୁ ଦେଖିବା ପାଇଁ ମଧ୍ୟ ଲୋକ ମାନେ ବେସ ଇଚ୍ଛୁକ ଥାନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଧାରାବାହିକ କେବଳ ଲୋକ ପ୍ରିୟ ହୋଇ ପାରିଛି ତ କେବଳ ସେହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ପାଇଁ । ତାହେଲେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ପାଇଁ ଧାରାବାହିକ ଗୁଡିକ ବେସ ଲୋକ ପ୍ରିୟ ହୋଇପାରିଛି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଲୋକ ପ୍ରିୟ ଧାରାବାହିକ ସିନ୍ଦୁର ର ଅଧିକାର ଅପ[ଅଣ ମାନେ ନିଶ୍ଚୟ ଦେଖୁଥିବେ /


ତେବେ ଏହି ଧାରାବାହିକ ଟି ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଛି । ତାହେଲେ ବନ୍ଧୁଗଣ ଏହି ଧାରାବାହିକ ଟି ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯାହା ବଡ ଲ୍ହାବାର ମିଳିଛି ଯେ ଏହି ଧାରାବାହିକ ରୁ ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ମିଳିବ ନହିଁ ।

ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆଦିତ୍ୟ ଯିଏ କି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ଆଗାମୀ ଦିନ ମାନ ଙ୍କ ଭିତରେ ଏହି ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ମିଳିବ ନହିଁ କାରଣ ସେ ପୁଣି ଲଣ୍ଡନ ଫେରିଯିବେ ଏହି ଧାରାବାହିକ ରେ । ତେବେ ସବୁଠାରୁ ବଡ କଥା ହେଲା ଯେ ଆଗାମୀ ଦିନ ମାନ ଙ୍କ ଭିତରେ ଆଦିତ୍ୟ ଙ୍କ ର ଏକ ଚଳଚିତ୍ର ଆସିବାକୁ ଯାଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.