Breaking News

Sonu Sood ଓଡିଶାର ପୁଅ ରାଜବୀର ପାଇଁ କରିଲେ ଅନୁରୋଧ, ରାଜବୀର ପାଇଁ ଦରକାର ୧୬ କୋଟି ଟଙ୍କା

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରାଜବିର ଙ୍କ ଚି-କି-ତ୍ସା ପାଇଁ ବାପା ମା ସମସ୍ତ ଙ୍କୁ ଭିକ୍ଷା ମାଗୁଛନ୍ତି  ନିଜ ପୁଅ କୁ ବଞ୍ଚାଇବା ପାଇଁ ମା ଜଣକ କାନ୍ଦି କାନ୍ଦି ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି ସାହାର୍ଯ୍ୟ କରିବା ପାଇଁ , ତେବେ ବର୍ତ୍ତମାନ ସମୟ ରେ ସାହାର୍ଯ୍ୟ ପାଇଁ ଭାରତ ର ସୁନା ପୁଅ ବା ଦେବଦୂତ ଶୋନୁ ସୂଦ ଙ୍କ ନିକଟ କୁ ଯାଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ରାଜବିର ଯଦି ଠିକ ସମୟ ରେ ଚିକିତ୍ସା ନ ହୁଏ ତାହେଲେ ଆସନ୍ତା 4 ମାସ ଭିତରେ କଣ ଯେ ହୋଇଯିବ ସେଇଟା ଭଗବାନ ହିଁ ଜାଣିଥିବେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ରାଜବିର ର ଚିକିତ୍ସା ପାଇଁ 16 କୋଟି ଟଙ୍କା ଖର୍ଚ୍ଚ ହେବ , ତେବ ବନ୍ଧୁଗଣ 16 କୋଟି ଟଙ୍କା ଶୁଣିଲା ବେଳ କୁ ଆମ କୁ ସ୍ଵପ୍ନ ଭଳି ଲାଗୁଛି । ତାହେଲେ ବନ୍ଧୁଗଣ ନିଜ ପୁଅ କୁ ବଞ୍ଚାଇବା ପାଇଁ ପରିବାର ଲୋକ ସମସ୍ତ ଙ୍କୁ ଭି-କ୍ଷା ମାଗୁଛନ୍ତି , ତେବେ ବର୍ତ୍ତମାନ ସମୟ ରେ ରାଜବିର ଙ୍କ ପରିବାର ଶୋନୁ ସୂଦ ଙ୍କ ପାଖ କୁ ଯାଇଛନ୍ତି ।

ତାହେଲେ ବନ୍ଧୁଗଣ ଶୋନୁ ସୂଦ ଏହି କୁନି ପିଲା ଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି , ଏବଂ ଦେଶବାସୀ ମାନ ଙ୍କୁ ଅନୁରୋଧ କରି କହିଛନ୍ତି ଶୋନୁ ସୂଦ , ଯେ ଏହି 19 ମାସ ପିଲା କୁ ସାହାର୍ଯ୍ୟ କରି ପୁଣି ତାଙ୍କ ବାପା ମା ଙ୍କୁ ଏକ ବଡ ଉପହାର ଦେବା , ତେବେ ଏହି ଭଳି କିଛି ଶୋନୁ ସୂଦ ନିଜ ପ୍ରତିକ୍ରିୟା ରଖିଥିଲେ ।

ତାହେଲେ ବନ୍ଧୁଗଣ ଆମର ଏହି ଛୋଟିଆ ଅନୁଦାନ ରେ ଜଣକ ଜୀବନ ବଞ୍ଚିଯିବ , ତେବେ କିଛି ଅର୍ଥ ସହଯୋଗ କରି ଏହି ମା କୁ ତାର ଖୁସି ଓ ଜୀବନ କୁ ଫେରାଇ ଦେଇ ପାରିବା , ତାହେଲେ ଆପଣ ମାନେ ଯଦି ସାହାର୍ଯ୍ୟ କରିବାକୁ ଚାହୁଞ୍ଛନ୍ତି ତାହେଲେ ତଳେ ଦିଆଯାଇଥିବା ନମ୍ବର ଓ ଠିକଣା ରେ ନିଜ ଅର୍ଥ ଅନୁଦାନ କରି ପାରିବେ ॥

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *