Breaking News

ଗ୍ରାହାକଙ୍କ ବଡ ଖୁସି ଖବର, ଜିଓ ଲଞ୍ଚ କଲା ୧ଟଙ୍କାର ପ୍ଲାନ, ୩୦ଦିନ ପର୍ଯ୍ୟନ୍ତ ପାଇବେ ଏହି ସବୁ ସୁବିଧା

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରିଲିଏନ୍ସ ଜିଓ ସବୁଠାରୁ ଶସ୍ତା ପ୍ଳାନ ଆରମ୍ଭ କରିଛି , ହଁ ବନ୍ଧୁ ଏହି ପ୍ଳାନ ବିଷୟ ରେ ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ , ତାହେଲେ ବନ୍ଧୁଗଣ ଏହି ନୂଆ ପ୍ଳାନ ର ମୂଲ୍ୟ 1 ଟଙ୍କା ରହିଛି ଓ ଏହି ପ୍ଳାନ ଟି ମାଈ ଜିଓ ରେ ଅନ୍ତର୍ଭୁକ୍ତ ଅଛି । ତେବେ ଏହି ପ୍ଳାନ ଟି ସେମାନ ଭଲ ଫଳପ୍ରଦ ଯେଉଁ ମାନେ ନିଜ ସିମ ଟି କୁ ସକ୍ରିୟ ରଖିବା ପାଇଁ ଚାହୁଁ ଛନ୍ତି ।


ତେବେ ଏହି ଯୋଜନା ରେ କୌଣସି କଳିଙ୍ଗ ଏବଂ ଏସଏମଏସ ସୁବିଧା ନହିଁ , 1 ଟଙ୍କା ର ଏହି ନୂଆ ପ୍ଳାନ ରେ ଆପଣ ମାନେ 30 ଦିନ ବୈଧତା ପାଇବେ ଓ ଏଥିରେ କେବଳ ମାତ୍ର 100 ଏମବି ର ଡାଟା ରହିଛି । ତେବେ ଡାଟା ସାରିବା ଇଣ୍ଟର୍ନେଟ ରେ 60 କେବିପିଏସ ରେ ଚାଲିବ ।


ତେବେ ଦେଶ ର ସବୁଠାରୁ 1 ଟଙ୍କା ପ୍ଳାନ ହେଉଛନ୍ତି ପୁରା ଶସ୍ତା ପ୍ଳାନ , ତେବେ ଜିଓ କୁ ଛାଡିଦେଲେ ଏହି ସୁବିଧା ଟି ଅନ୍ୟ କୌଣସି ଟେଲିକମ କମ୍ପାନୀ 1 ଟଙ୍କା ର ପ୍ଳାନ ପ୍ରଦାନ କରିବ ନହିଁ , ତେବେ ଜିଓ ରେ 10 ରୁ 20 ଟଙ୍କା ପ୍ଳାନ ରହିଛି । ତେବେ 10 ଟଙ୍କା ପ୍ଳାନ ରେ ଆପଣ ମାନେ ଆସିମୀତ ବୈଧତା ସହିତ 7.47 ଟଙ୍କା ଟକ ଟାଇମ ଉପଲବ୍ଧ ରହିଛି । ଠିକ ସେହିପରି ସୁବିଧ 20 ଟଙ୍କା ପ୍ଳାନ ରେ ରହିଛି ଏଥିରେ ଆପଣ ମାନେ 14.95 ଟଙ୍କା ର ଟକ ଟାଇମ ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.