Breaking News

ବଡ ଖବର, ପୋଷ୍ଟ ଅଫିସର ଦମଦାର ସ୍କିମ, ଏବେ ପାଠ ପଢିବା ପାଇଁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ପୋଷ୍ଟ ଅଫିସ ର ଏକ ଭଲ ଯୋଜନା ବିଷୟ ରେ ଜଣାଇବୁ , ତେବେ ଡାକଘର ଏମଆଇଏସ ହୁଛି ଏକ ଭଲ ଯୋଜନା , ତାହେଲେ ବନ୍ଧୁଗଣ ଏହି ଯୋଜନା ରେ ଆପଣ ମାନେ ମାସ କୁ ଥରେ ବିନିଯୋଗ କରି ଭଲ ଲାଭ ଉଠାଇ ପାରିବେ । ତାହେଲେ ଏହି ଆକାଉଣ୍ଟ 10 ବର୍ଷ ରୁ ଉର୍ଦ୍ଧ ପିଲା ମାନ ଙ୍କ ନାମ ଖୋଲାଯାଇ ପାରିବ । ତାହେଲେ ଯଦି ଆପଣ ମାନେ ଆପଣ ଙ୍କ ପିଲା ର ନାମ ଏହି ଆକାଉଣ୍ଟ ରେ ଖୋଲି ପ୍ରତିମାସ ରେ ଆପଣ ମାନେ ସୁଧ ରେ ପିଲା ଙ୍କ ଟ୍ୟୁସନ ଫି ଦେଇ ପାରିବେ । ଏହି ସୁବିଧା ଟି ସମସ୍ତ ଡାକଘର ଏହି ସୁବିଧା ଟି ରହିଛି ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଯୋଜନା ରେ ଥିବା ସୁଧ ର ହାର 6.6 ପ୍ରତିଶତ , ତେବେ ଯଦି ଆପଣ ମାନେ ଏହି ଆକାଉଣ୍ଟ ଖୋଲିବାକୁ ଚାହୁଁ ଛନ୍ତି ତାହେଲେ ଆପଣ ଙ୍କ ପିଲା ର ବୟସ 10 ବର୍ଷ ରୁ କମ ହୋଇଥିବ । ତାହେଲେ ବନ୍ଧୁଗଣ ଆପଣ ମାନ ଙ୍କ ବୟସ କମ ହୋଇଥିଲେ ମଧ୍ୟ ପିତା ମାତା ଙ୍କ ନାମ ରେ ଖୋଲିପାରିବେ । ତାହେଲେ ଆକାଉଣ୍ଟ ଖୋଲିବା ପରେ ଯଦି ଆପଣ ଏହି ଯୋଜନା ରେ 2 ଲକ୍ଷ ଟଙ୍କା ଜମା କରନ୍ତି ତାହେଲେ ଆପଣ ଙ୍କୁ ଏହି ଯୋଜନା ରେ 6.6 ପ୍ରତିଶତ ସୁଧ ହାର ରେ 11ଊ ଟଙ୍କା ମିଳିବ ।


ତାହେଲେ 5 ବର୍ଷ ପରେ ଏହି ସୁଧ ମୁଳୁ 66 ପ୍ରତିଶତ ହେବ ଓ ଆପଣ ମାନେ 2 ଲକ୍ଷ ଟଙ୍କା ଫେରସ୍ତ ପାଇ ପାରିବେ । ତାହେଲେ ବନ୍ଧୁଗଣ ଏହି 11 ଟଙ୍କା ଆପଣ ଯେଉଁ ପାଇବେ ତାହା ଆପଣ ମାନେ ଆପଣ ଙ୍କ ପିଲା ମାନ ଙ୍କ ଶିକ୍ଷା ରେ ଲଗାଇ ପାରିବେ । ତେବେ ଏହି ଆକାଉଣ୍ଟ ଟି ଜଣେ କିମ୍ବା 3 ଜଣ ମିଶି କି ଏହି ଆକାଉଣ୍ଟ ଖୋଲି ପାରିବେ । ତାହେଲେ ଯଦି ଏହି ଆକାଉଣ୍ଟ ରେ ଆପଣ ମାନେ 350000 ଟଙ୍କା ଜମା କରନ୍ତି ତାହେଲେ ମାସିକ 1925 ଟଙ୍କା ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.